ଅଗଷ୍ଟ ୧ରୁ ଆରମ୍ଭ ହୋଇଛି, ଆସନ୍ତା ୧୪ ପର୍ଯ୍ୟନ୍ତ ଜାରି ରହିବ' ଅପରେସନ ଗରୁଡ
ଅପରେସନ୍ 'ଗରୁଡ଼' ନେଇ ଅତିରିକ୍ତ ଡିଜି (ଆଇନଶୃଙ୍ଖଳା)ଙ୍କ ସୂଚନା ।ଅପରାଧ ଓ ଅପରାଧୀଙ୍କ ଉପରେ ରୋକ୍ ଲଗାଇବାକୁ ଡିଜିପିଙ୍କ ନିର୍ଦ୍ଦେଶ ରହିଛି' । ଅଗଷ୍ଟ ୧ରୁ ଆରମ୍ଭ ହୋଇଛି, ଆସନ୍ତା ୧୪ ପର୍ଯ୍ୟନ୍ତ ଜାରି ରହିବ' । ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀକୁ ଗୁରୁତ୍ବ' । ନିଶା ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ଅପରାଧୀଙ୍କୁ ଗିରଫ କରାଯାଉଛି ।

୩୧୮୯ NBW କାର୍ଯ୍ୟକାରୀ ହୋଇଛି, ୮୯୦ ଅବକାରୀ ମାମଲା ହୋଇଛି। ୧୨୯ ଅପରାଧୀ ଗିରଫ, ୧୧୫ ନିଶାସକ୍ତ ଗାଡ଼ି ଚାଳକଙ୍କୁ ଧରାଯାଇଛି' ।












Click it and Unblock the Notifications