ନଦୀରେ ଓଲଟିଲା ଡଙ୍ଗା, ୮ ନିଖୋଜ, ୧୩ ଉଦ୍ଧାର
ଉତ୍ତର ପ୍ରଦେଶର ଭାଦୋହି ଜିଲ୍ଲାର ଗୋପୀଗଞ୍ଜ ଥାନା ଅଞ୍ଚଳରେ ଗଙ୍ଗା ନଦୀରେ ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଭରଲୋଡିଂ ଯୋଗୁଁ ବୁଡ଼ି ଯାଇଥିଲା। ଏହି ଘଟଣାରୁ ୧୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୮ ଜଣ ନିଖୋଜ ରହିଛନ୍ତି । ଏସଡିଆରଏଫ ଏବଂ ଏନଡିଆରଏଫ ଟିମ୍ ରେସକ୍ୟୁ ଅପରେସନରେ ଲାଗିପଡିଛି । ମୁଖ୍ୟମନ୍ତ୍ରୀ ଏହି ଘଟଣା ଉପରେ ନଜର ରଖିଛନ୍ତି ।













Click it and Unblock the Notifications