ସ୍ବାଧୀନତା ଦିବସରେ କଳାକାରଙ୍କ ସହ ମିଶି ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ଆଜି ସାରା ଦେଶରେ ସ୍ବାଧୀନତା ଦିବସ ନେଇ ମନାଯାଉଛି ଉତ୍ସବ । ଏହି ଅବସରରେ କଳାକାରଙ୍କ ସହ ତାଳରେ ତାଳ ଦେଇ ସମସ୍ତଙ୍କ ଆଗରେ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଉତ୍ସବ ପାଳନ ଅବସରରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ।
କୋଲକାତା: ଆଜି ସାରା ଦେଶରେ ସ୍ବାଧୀନତା ଦିବସ ନେଇ ମନାଯାଉଛି ଉତ୍ସବ । ଏହି ଅବସରରେ କଳାକାରଙ୍କ ସହ ତାଳରେ ତାଳ ଦେଇ ସମସ୍ତଙ୍କ ଆଗରେ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଉତ୍ସବ ପାଳନ ଅବସରରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଳାକାରଙ୍କ ସହିତ ମିଶି ଦୀର୍ଘ ସମୟ ପର୍ଯ୍ୟନ୍ତ ନାଚିଥିଲେ, ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପରମ୍ପରିକ ଗୀତରେ ଦିଦି ନାଚୁଥିବା ବେଳେ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ସାମିଲ ହୋଇଥିବା ଅତିଥିମାନେ ତାଙ୍କ ଭିଡିଓ ବନାଉଥିବା ଦେଖିବାକୁ ମିଳିଛି।
An elated #MamataBanerjee joins the performers at #IndependenceDay2022 event in Kolkata. pic.twitter.com/TGQj0CVvXJ
— Aman Dwivedi (@amandwivedi48) August 15, 2022
ସେ ଟୁଇଟ୍ କରି କହିଛନ୍ତି, 'ଆଜି ଆମେ ଆମର ପୂର୍ବପୁରୁଷଙ୍କ ସର୍ବୋଚ୍ଚ ବଳିଦାନକୁ ମନେପକାଉଛି, ଯେଉଁଥିପାଇଁ ଆମ ଦେଶ ସ୍ୱାଧୀନ ହେଲା। ଆମେ ସେମାନଙ୍କର ପବିତ୍ର ଐତିହ୍ୟକୁ ବଞ୍ଚାଇ ରଖିବା ଏବଂ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ଲୋକଙ୍କ ଅଧିକାରର ସମ୍ମାନ ରକ୍ଷା କରିବା ଜରୁରୀ।'












Click it and Unblock the Notifications