Get Updates
Get notified of breaking news, exclusive insights, and must-see stories!

ପ୍ରକାଶ ପାଇଲା ଚଳିତ ବର୍ଷର OJEE ରେଜଲ୍ଟ, ୪୮,୭୮୩ ଜଣ ପାଇଲେ ରାଙ୍କ

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର OJEE ରେଜଲ୍ଟ । WWW.OJEE.NIC.INରେ ପରୀକ୍ଷା ଫଳାଫଳ ଚେକ୍ କରିପାରିବେ ପରୀକ୍ଷାର୍ଥି । ୪୮, ୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୭୮୩ ଜଣ ପାଇଲେ ରାଙ୍କ ।

ଘୋଷଣା ହେଲା ୨୩ଟି ବିଭାଗର ଟପ୍ପରଙ୍କ ନାଁ । ବି-ଫାର୍ମାରେ ସୌରଭ କୁମାର ପତି ହେଲେ ଟପ୍ପର, ଏମିବିଏସରେ ସତ୍ୟଜିଚ ସାହୁ, ଏମସିଏରେ ଅପୂର୍ବ ନାୟକ, ସିଭିଲ୍ ଇଞ୍ଜିନିୟରିଂରେ ସୁବାଷ ପୃଷ୍ଟି, ଇଲେକ୍ଟ୍ରିକାଲରେ ସତ୍ୟଜିତ୍ ମହାନ୍ତି ଟପ୍ପର ହୋଇଛନ୍ତି ।

ojee 2023

www.ojee.nic.inରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ମେ'୮ରୁ ୧୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା । ଯେଉଁଥିରେ ୫୫ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଯେଉଁଥି ପାଇଁ ରାଜ୍ୟରେ ୪୪ଟି କେନ୍ଦ୍ର ଏବଂ ରାଜ୍ୟ ବାହାରେ ୩ଟି କେନ୍ଦ୍ର କରାଯାଇଥିଲା । ଚଳିତ ବର୍ଷ ସମ୍ପୁର୍ଣ୍ଣ କମ୍ପୁଟର ବେସଡ୍ ମୋଡରେ ପରୀକ୍ଷା ହୋଇଥିଲା । ବିଟେକ୍, ଏମ ଟେକ ସହ ଫାର୍ମାସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ଛାତ୍ରଛାତ୍ରୀଙ୍କ ରାଙ୍କ ପ୍ରକାଶ ପାଇବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+