ଅନ୍ତର୍ଜାତୀୟ ମହିଳା ଦିବସରେ ଆରମ୍ଭ ହେଲା ମହିଳା ସମ୍ମାନ ଯୋଜନା

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦିଲ୍ଲୀର ବିଜେପି ସରକାର ମହିଳାମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଦିଲ୍ଲୀ କ୍ୟାବିନେଟ ଶନିବାର ଅର୍ଥାତ ଆଜି ମହିଳା ସମୃଦ୍ଧି ଯୋଜନାକୁ ମଞ୍ଜୁରୀ ଦେଇଛି । ଏହି ଯୋଜନାରେ ଯୋଗ୍ୟ ମହିଳାମାନଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କାର ଆର୍ଥିକ ସହାୟତା ମିଳିବ। ଏଥିପାଇଁ ସରକାର ୫୧୦୦କୋଟି ଟଙ୍କାର ବଜେଟ୍ ରଖିଛନ୍ତି ।

rekha gupta

ଜବାହରଲାଲ ନେହେରୁ ଷ୍ଟାଡିୟମରେ ଦିଲ୍ଲୀ ପ୍ରଦେଶ ମହିଳା ମୋର୍ଚ୍ଚା ଦ୍ୱାରା ଆୟୋଜିତ ମହିଳା ଦିବସ କାର୍ଯ୍ୟକ୍ରମରେ ଏହା ଘୋଷଣା କରାଯାଇଛି । ଏହି ଯୋଜନାର ଲାଭ ପାଇବା ପାଇଁ ମହିଳାଙ୍କ ପଞ୍ଜୀକରଣ ଆରମ୍ଭ ହେବ । ମହିଳାଙ୍କ ହିତ ପାଇଁ ଅନ୍ୟାନ୍ୟ ଘୋଷଣା ମଧ୍ୟ କରାଯାଇଥିଲା । ଜେପି ନଡ୍ଡା କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ବୈଠକରେ ମହିଳା ସମୃଦ୍ଧି ଯୋଜନା ପାଇଁ ପାଞ୍ଚ ହଜାର ଏକ ଶହ କୋଟି ଟଙ୍କା ମଞ୍ଜୁର କରାଯାଇଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ମହିଳା ସମୃଦ୍ଧି ଯୋଜନା ଆଣିବାକୁ ପ୍ରତିଶୃତି ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+