ମୁଖ୍ୟମନ୍ତ୍ରୀ ହେବ ମୋ ପୁଅ : ଫଡନଭିସଙ୍କ ମା’
ନୂଆଦିଲ୍ଲୀ: ୨୦୨୪ ମହାରାଷ୍ଟ୍ର ନିର୍ବାଚନରେ ବମ୍ପର ବିଜୟ ହାସଲ କରିଛି ମହାୟୁତି। ବର୍ତ୍ତମାନ ପ୍ରାୟ ସ୍ପଷ୍ଟ ହୋଇଛି, ଭାଜପା ସର୍ବବୃହତ ଦଳ ଭାବରେ ଉଭା ହୋଇଛି। ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି। ଫଳାଫଳ ଆସିବା ଫଡନଭିସ ପ୍ରଥମେ ତାଙ୍କ ମା'ଙ୍କୁ ଫୋନରେ ଫଳାଫଳ ବିଷୟରେ କହିଥିଲେ। ସେ କହିଥିଲେ,ମା' ମୁଁ ସମସ୍ତ କାମ ସାରି ସନ୍ଧ୍ୟା ସୁଦ୍ଧା ତୁମ ପାଖକୁ ଆସୁଛି । ଫଡନଭିସ ମୂଳତଃ ନାଗପୁରର ବାସିନ୍ଦା। ସେ ନାଗପୁର ପଶ୍ଚିମ ଆସନରୁ ଏକ ବମ୍ପର ବିଜୟ ହାସଲ କରିଛନ୍ତି।

ଭାଜପାର ବିଜୟ ପରେ ଫଡନଭିସଙ୍କ ମା' ସରିତା ଫଡନଭିସ୍ଙ୍କ ମା' କହିଛନ୍ତି, ମେ ପୁଅ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବ। ସେ ୨୪ ଘଣ୍ଟା ପରିଶ୍ରମ କରୁଥିଲା। ଏବେ ସେ ରାଜ୍ୟର ଏକ ବଡ଼ ନେତା। ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଅନୁଯାୟୀ, ଭାଜପା ନେତୃତ୍ୱାଧୀନ ମହାୟୁତି କ୍ଷମତା ବଜାୟ ରଖିଛି। ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ୨୦୪ରେ ମହାୟୁତି ଆଗୁଆ ରହିଛି। ବିରୋଧୀ ମହା ବିକାଶ ଅଗାଡି କେବଳ ୪୭ଟି ଆସନରେ ଆଗୁଆ ଥିବା ଜଣାପଡିଛି।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications