ବାହାନଗା ଟ୍ରେନ ଦୁର୍ଘଟଣା: ବିହାର ଓ ପଶ୍ଚିମବଙ୍ଗର ୧୧୯ ଜଣ ଯାତ୍ରୀ ନିଖୋଜ
Odisha Train Accident:ବାହାନଗା ଟ୍ରେନ ଦୁର୍ଘଟଣା ପରେ ବିହାରର ୮୮ ଜଣ ଯାତ୍ରୀ ନିଖୋଜ ଅଛନ୍ତି । ଏଭଳି ଅଭିଯୋଗ ଆଣିଲେ ବିହାରର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ଟ୍ରେନ ଦୁର୍ଘଟଣାରେ ବିହାରର ୪୩ ମୃତ, ୪୪ ଜଣ ଆହତ ବୋଲି କହିଲେ ତେବେ ଆଉ ୮୮ ଯାତ୍ରୀଙ୍କ ପତ୍ତା ମିଳୁ ନଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ ।
ସୂଚନାଥାଉ ଯେ,ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାଜାର୍ଜୀ କଟକ ଏସସିବି ଯାଇ ଦୁର୍ଘଟଣାରେ ଆହତ ହୋଇଥିବା ପଶ୍ଚିମବଙ୍ଗର ଲୋକଙ୍କ ସହ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହାସହ ସେ ଅଭିଯୋଗ ଆଣିଥିଲେ ଯେ ପଶ୍ଚିମବଙ୍ଗର ୩୧ ଜଣ ଲୋକ ନିଖୋଜ ଅଛନ୍ତି ।

ମମତା ବାରାର୍ଜୀ ଦେଇଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗର ୧୦୩ ଜଣଙ୍କ ମୃତ ଦେହ ଚିହ୍ନଟ କରାଯାଇଛି । ଯାହା ମଧ୍ୟରୁ ୮୭ଟି ମୃତଦେହ ରାଜ୍ୟରେ ପହଁଞ୍ଚି ସାରିଛି । ସେହିପରି ଓଡ଼ିଶାର ବିଭିନ୍ନ ଡାକ୍ତରଖାନାରେ ଏବେ ୯୭ ଜଣ ଚିକିତ୍ସାଧିନ ଅଛନ୍ତି ଯାହା ମଧ୍ୟରୁ କଟକ ଏସସିବିକେ ମାତ୍ର ୫୩ ଜଣ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ।
ସୂଚନାଥାଉ ଯେ, ବିହାର ଓ ପଶ୍ଚିମବଙ୍ଗର ମିଶାଇ ବର୍ତ୍ତମାନ ୧୧୯ ଜଣ ଯାତ୍ରୀଙ୍କର ବର୍ତ୍ତମାନ ପତ୍ତା ମିଳୁ ନାହିଁ । ବିବାହରର ୮୮ ଜଣ ନିଖୋଜ ଥିବା ନେଇ ସୂଚନା ରହିଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications