ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା,
ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା। ଏନେଇ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ସହ ଏକ ଏନ୍ଜିଓ ସହ ଚୁକ୍ତି ସ୍ବାକ୍ଷରିତ ହୋଇଛି। ୧୫ ବର୍ଷ ପାଇଁ MOU ହୋଇଛି।ରାଜ୍ୟ ସରକାରଙ୍କ ସହିତ କୁଇନ ପାତ୍ର ଓ ପ୍ରଧାନ ଏନଜିଓ ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି।

ଢେଙ୍କାନାଳର ଆମ୍ବ ମିଠା ଆମ୍ବ। ସେହି ଆମ୍ବର ଚାହିଦା ବିଦେଶରେ ରହିଥିବାରୁ ତାକୁ ରପ୍ତାନି କରାଯିବା ନେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।












Click it and Unblock the Notifications