ସୁଭଦ୍ରା ପୋର୍ଟାଲରେ ନୂଆ ବ୍ୟବସ୍ଥା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

Subhadra Yojana: ସୁଭଦ୍ରା ପୋର୍ଟାଲରେ ନୂଆ ବ୍ୟବସ୍ଥା । ସୁଭଦ୍ରା'ରୁ ଅପଟ୍ ଆଉଟ୍ ହିତାଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା କରାଯାଇଛି । ଭୁଲରେ ଅପଟ୍ ଆଉଟ ହିତାଧିକାରୀଙ୍କ ପାଇଁ ପୋର୍ଟାଲରେ ବ୍ୟବସ୍ଥା ରହିଛି । ନୂଆ ବ୍ୟବସ୍ଥା ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୋର୍ଟାଲରେ ନୂଆ ଅପଟ୍ ଇନ୍ ବ୍ୟବସ୍ଥା କରାଯାଇଛି । ଏଣିକି ପୋର୍ଟାଲରେ ଲଗ୍ ଇନ୍ କରି ଅପଟ୍ ଇନ କରି ପାରିବେ ହିତାଧିକାରୀ ।

Subhadra Yojana
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+