ଆନ୍ଧ୍ରପ୍ରଦେଶରେ ଓଡ଼ିଶାର କାର୍ ଦୁର୍ଘଟଣାଗ୍ରସ୍ତ nbsp;। nbsp;ଆନ୍ଧ୍ରର ବାରୁଆ ନିକଟରେ ଘଟିଛି ଦୁର୍ଘଟଣା nbsp;। nbsp;ଜଣେ ମୃତ ୪ ଜଣ ଗୁରୁତର। nbsp;ସମସ୍ତେ ଓଡ଼ିଶାର ହୋଇଥିବା ସୂଚନା nbsp;। nbsp;କାରରେ ରହିଛି ବାଲେଶ୍ବର ଆରଟିଓ ନମ୍ବର nbsp;।