ସିକ୍କିମ ଦୁର୍ଘଟଣାରେ ନିଖୋଜ ଓଡ଼ିଶା ବିଜେପି ନେତ୍ରୀ ଇତିଶ୍ରୀ ଜେନା !

ସିକ୍କିମ ଦୁର୍ଘଟଣାରେ ଓଡ଼ିଶାର ବିଜେପି ନେତ୍ରୀ ନିଖୋଜ । ଯାଜପୁର ରୋଡ଼ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ଓ ତାଙ୍କର ପରିବାରର 11 ଜଣ ସିକ୍କିମ ଯାଇଥିଲେ । ରାଜ୍ୟ ମହିଳା ମୋର୍ଚ୍ଚାର ସମ୍ପାଦିକା ହେଉଛନ୍ତି ଇତିଶ୍ରୀ ଜେନା ।

Itishree Jena

2ଟି ଗାଡ଼ିରେ ଯାତ୍ରା କରୁଥିଲେ ପରିବାର ସଦସ୍ୟ । ଗୋଟିଏ ଗାଡ଼ିରେ 5 ଓ ଅନ୍ୟଗାଡ଼ିରେ 6 ଜଣ ଥିଲେ । 6 ଜଣ ଯାତ୍ରା କରୁଥିବା ଗାଡ଼ି ଦୁର୍ଘଟଣାର ଶକାର ହୋଇଥିଲା । 2 ଗୁରୁତରଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସିକ୍କିମ ତିସ୍ତା ନଦୀରେ ଗାଡ଼ି ଦୁର୍ଘଟଣା ହେବାରୁ 4 ଜଣ ନିଖୋଜ ହୋଇଥବା ସୂଚନା ମିଳିଛି । ତେବେ ନିଖୋଜଙ୍କ ମଧ୍ୟରେ ବିଜେପି ନେତ୍ରୀ ଇତିଶ୍ରୀ ଜେନା ଅଛନ୍ତି ବୋଲି କୁହାଯାଉଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ କୋରେଇ ବିଧାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+