ନିର୍ବାଚନ ପାଇଁ ବାଜିଲା ବିଗୁଲ୍; ଭୋଟର ପରିଚୟ ପତ୍ର ବଦଳରେ ଏହି ୧୨ ପ୍ରକାରର ପରିଚୟପତ୍ର ନେଇ ଦେଇପାରିବେ ଭୋଟ୍

ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ଓଡିଶାରେ ଚାରିଟି ପର୍ଯ୍ୟାୟରେ ହେବ ଭୋଟ । ମେ'୧୩ ତାରିଖରେ ଓଡ଼ିଶାରେ ପଡିବ ଭୋଟ । ମେ' ୧୩, ମେ' ୨୦, ମେ' ୧୫ ଓ ଜୁନ ୧ ତାରିଖରେ ମତଦାନ କରିବେ ଓଡ଼ିଶାବାସୀ । ଜୁନ ୪ ତାରିଖରେ ହେବ ମତଗଣନା ।

ଦେଶରେ ଏପ୍ରିଲ ୧୯ ତାରିଖରେ ମତଦାନ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟ ଚାଲିବ । ଜୁନ ୧ ତାରିଖରେ ଶେଷ ହେବ ମତଦାନ ।

ଭାରତର ନିର୍ବାଚନ ଆୟୁକ୍ତଙ୍କର ନିର୍ଦ୍ଦେଶ ଅନୁଯାୟୀ, ଭୋଟରଙ୍କୁ ଭୋଟ୍ ଦେବା ପୂର୍ବରୁ ମତଦାନ କେନ୍ଦ୍ରରେ ସେମାନଙ୍କର ଭୋଟର ପରିଚୟପତ୍ର କିମ୍ବା ନିମ୍ନରେ ଉଲ୍ଲେଖ କରାଯାଇଥିବା ୧୨ (ବାର) ପ୍ରକାର ଫଟୋ ପରିଚୟପତ୍ର ମଧ୍ୟରୁ କୌଣସି ଗୋଟିଏ ଆଣିବାକୁ ପଡିବ ।

Odisha assembly election

ଆଧାର କାର୍ଡ, ପାନ୍ କାର୍ଡ
ସ୍ୱତନ୍ତ୍ର ଭିନ୍ନକ୍ଷମ ପରିଚୟ ପତ୍ର
କେନ୍ଦ୍ର/ରାଜ୍ୟ ସରକାର / ସରକାରୀ ଉଦ୍ୟୋଗ/ ଘରୋଇ କମ୍ପାନୀମାନଙ୍କଠାରୁ ପ୍ରାପ୍ତ ଫଟୋ ସହିତ ସେବା ପରିଚୟ କାର୍ଡ
ବ୍ୟାଙ୍କ, ପୋଷ୍ଟ ଅଫିସ୍ ଦ୍ଵାରା ଦିଆଯାଇଥିବା ଫଟୋ ସହିତ ପାସବୁକ୍
ଶ୍ରମ ମନ୍ତ୍ରଣାଳୟର ଯୋଜନା ଅଧ୍ଵନରେ ମିଳିଥିବା ସ୍ଵାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ
ଡ୍ରାଇଭିଂ ଲାଇସେନ୍ସ
ମୁଁ ଭାରତୀୟ ପାସପୋର୍ଟ
ମୁଁ ଆର୍‌ଜିଆଇ ଅଧୀନରେ ଏନ୍‌ପିଆର୍ ଦ୍ଵାରା ଜାରି ସ୍ମାର୍ଟ କାର୍ଡ
ଫଟୋଗ୍ରାଫ୍ ସହିତ ପେନ୍‌ସନ୍ ଡକ୍ୟୁମେଣ୍ଟ୍,
ସାଂସଦ/ ବିଧାୟକ/ ଏମଏଲସି ମାନଙ୍କୁ ଦିଆଯାଇଥିବା ସରକାରୀ ପରିଚୟ ପତ୍ର
ମନରେଗା କାର୍ଡ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+