ବାରିପଦା ପରେ ବାଲେଶ୍ଵରରେ ବର୍ଷିଲେ ମୋଦି; କହିଲେ ସର୍ବତ୍ର ଗୁଂଜରିତ, ପୁଣି ଥରେ ମୋଦି ସରକାର

ବାରିପଦା ପରେ ବାଲେଶ୍ଵରରେ ବର୍ଷିଲେ ମୋଦି । ମୋଦି କହିଲେ ବାଲେଶ୍ବର ଧାନ, ପାନ ଏବଂ ମୀନର କ୍ଷେତ୍ର । ଏଠି ସର୍ବତ୍ର ଗୁଂଜରିତ- ପୁଣି ଥରେ ମୋଦି ସରକାର । ଓଡ଼ିଶା ଲୋକଙ୍କ ଭଲପାଇବା ମୁଁ କେବେ ଭୁଲି ପାରିବିନି ।

ଓଡ଼ିଶାରେ ନୂଆ କଥା ଛାଡ଼, ପୂର୍ବରୁ ଥିବା ଶିଳ୍ପ ବନ୍ଦ ହେଲାଣି । ବିଜେପିର ମୁଖ୍ୟମନ୍ତ୍ରୀ ହେବା କ୍ଷଣି ପର୍ଯ୍ୟଟନର ବିକାଶ ହେବ । ଓଡ଼ିଶାରେ ତୀର୍ଥଯାତ୍ରା, ସମୁଦ୍ର ପର୍ଯ୍ୟଟନର ବିକାଶ କରାଯିବ। ଯେଉଁ ବିଜେଡି ନେତାଙ୍କ ପାଖରେ ସାଇକଲ ନଥିଲା, ଏବେ ବଡ଼ ଗାଡ଼ି ।

ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ବିକାଶ ପାଇଁ ଏଥର ବିଜେପି ସରକାର । ବିଜେଡି ପ୍ରାର୍ଥୀଙ୍କୁ ଲୋକ ଭୋଟ ଦେବାକୁ ଚାହୁଁନାହାନ୍ତି । ଲୋକ କହୁଛନ୍ତି ବିଜେଡିକୁ ଭୋଟ ଦେଲେ ବେକାର ହୋଇଯିବ । ବିଜେଡିକୁ ୨୫ ବର୍ଷ ଦେଲେ, ସେମାନେ ବିକାଶ ନାଁରେ ବିଶ୍ବାସଘାତ କଲେ ବୋଲି କହିଲେ ମୋଦି ।

assembly election

ବିଜେଡି ନେତା ଚାଷୀଙ୍କ ନାଁରେ ନକଲି କାଗଜାତ ଦେଇ ଋଣ ଉଠାଇନେଲେ । ଆପଣଙ୍କ ପଇସା ନେଇ ବିଜେଡି ନେତା ନିର୍ବାଚନ ଲଢୁଛନ୍ତି । ବିଜେପି ସରକାର ଏ ସବୁ ଖେଳ ବନ୍ଦ କରିବ ବୋଲି କହିଲେ ପ୍ରଧାନମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+