ଏ ସବୁ ସମସ୍ୟା ଥିଲେ ବ୍ୟବହାର କରନ୍ତୁ ଜାଇ ଫଳ
ଜାଇ ଫଳ ଗରମ ମସଲା ରୂପେ ବ୍ୟବହାର କରାଯାଉଥିବା ମସଲା ମଧ୍ୟରୁ ଅନ୍ୟତମ। ଏଥିରେ ଔଷଧୀୟ ଗୁଣ ଭରି ହୋଇରହିଛି। ଖାଦ୍ୟରେ ମସଲା ଭାବେ ବ୍ୟବହୃତ ହେଉଥିବା ଏହି ଫଳ ଅନେକ ରୋଗରୁ ମୁକ୍ତି ଦେଇଥାଏ। ତେବେ ଆସନ୍ତୁ ଜାଣିବା ଜାଇଫଳ ଆମ ଶରୀରର କେଉଁ ସବୁ ଉପକାର କରେ।
୧, ଖାଦ୍ୟରେ ଅରୁଚି ଲାଗୁଥିଲେ ଅବା ଭୋକ ଲାଗୁନଥିଲେ ଜାଇ ଫଳର ଛୋଟ ଖଣ୍ଡକୁ ପାଟିରେ ରଖି ଚୁଷନ୍ତୁ। ଏପରି କରିବା ଦ୍ୱାରା ହଜମ ଶକ୍ତି ବଢିବା ସହ ଭୋକ ବଢିଥାଏ।
୨. ମହୁ ସହ ଜାଇଫଳ ମିଶାଇ ଖାଇଲେ ହୃଦୟ ସୁସ୍ଥ ରହିଥାଏ।

୩. ଦାନ୍ତ ମାଢି ଦରଜ ହେବା ପରି ସମସ୍ୟା ଭୋଗୁଥିଲେ ଜାଇଫଳକୁ ରାତି ସାରା ଭିଜାଇ ରଖି ଦରଜ ସ୍ଥାନରେ ଲଗାଇଦିଅନ୍ତୁ। କଷ୍ଟରୁ ଶୀଘ୍ର ମୁକ୍ତି ପାଇବେ।
୪. ବ୍ରଣ ଜନିତ ସମସ୍ୟା ଭୋଗୁଥିଲେ ଜାଇଫଳକୁ କ୍ଷୀରରେ ଘସି ମୁହଁରେ ଲଗାଇଦିଅନ୍ତୁ। ତ୍ୱଚାରେ ଚମକ ଆସିଯିବ।
୫. କ୍ଷୀର ସହ ଜାଇଫଳ ଗୁଣ୍ଡକୁ ମିଶାଇ ପିଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ।
More From
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications