ଦୁଇ ମାସ ମଧ୍ୟରେ ଟିଏମ୍‌ସି ମୁଖ୍ୟାଳୟ ଖାଲି କରିବାକୁ ନୋଟିସ୍

ସଦ୍ୟ ସମାପ୍ତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ଏବଂ ରାଜ୍ୟରେ କ୍ଷମତା ହରାଇବା ପରେ ତୃଣମୂଳ କଂଗ୍ରେସର ସମସ୍ୟା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହି ପରିପ୍ରେକ୍ଷୀରେ ଜମି ମାଲିକ ଏବେ କୋଲକାତାର ଇଏମ୍‌ ବାଇପାସ୍ ପାର୍ଶ୍ୱରେ ଏକ ବହୁମହଲା କୋଠାରେ ଅବସ୍ଥିତ ତୃଣମୂଳ କଂଗ୍ରେସର ଅସ୍ଥାୟୀ ମୁଖ୍ୟାଳୟ ତୃଣମୂଳ ଭବନ ଖାଲି କରିବାକୁ ଦୁଇ ମାସର ଅଲଟିମେଟମ୍ ଜାରି କରାଯାଇଛି । କୋଲକାତାର ଏପି କେନାଲ ସାଉଥ୍ ରୋଡରେ ଅବସ୍ଥିତ କୋଠାର ମାଲିକ ମନୋତୋସ ସାହା ଓରଫ ମୋଣ୍ଟୁ ତୃଣମୂଳ ଭବନ ଖାଲି କରିବାକୁ ଦାବି କରି ଦଳୀୟ ନେତୃତ୍ୱକୁ ଏକ ନୋଟିସ୍ ପଠାଇଛନ୍ତି ।

TMC
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+