Get Updates
Get notified of breaking news, exclusive insights, and must-see stories!

Nobel Prize 2025: ଆଜିଠୁ ନୋବେଲ ପୁରସ୍କାର ଘୋଷଣା, ଟ୍ରମ୍ପଙ୍କୁ ମିଳିବ କି ଶାନ୍ତି ପୁରସ୍କାର ?

ବିଶ୍ବର ସବୁଠାରୁ ସମ୍ମାନଜନକ ନୋବେଲ ପୁରସ୍କାରର ଘୋଷଣା ଆଜି ଅପରାହ୍ନ 3ଟାରୁ ଆରମ୍ଭ ହେବାକୁ ଯାଉଛି । ଅକ୍ଟୋବର 6 ତାରିଖରୁ 13 ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପୁରସ୍କାର ଘୋଷଣା କରାଯିବ । ପୁରସ୍କାରଗୁଡ଼ିକ ଫିଜିଓଲୋଜି କିମ୍ବା ମେଡିସିନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଏବଂ ଅର୍ଥନୈତିକ ବିଜ୍ଞାନ ସମେତ 6ଟି ବର୍ଗରେ ପ୍ରଦାନ କରାଯିବ । ପ୍ରଥମ ଘୋଷଣା ପୂର୍ବରୁ, ନୋବେଲ କମିଟି ସରକାରୀ କାର୍ଯ୍ୟସୂଚୀ ସେୟାର କରିଛି । ସେପଟେ ଅନ୍ୟ ଏକ ଚର୍ଚ୍ଚାର ବିଷୟ ହେଉଛି କଣ ନୋବେଲ ଶାନ୍ତି ପୁରସ୍କାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିବ କି ?

ଏଠାରେ କହିରଖୁଛୁ କି, ସର୍ବପ୍ରଥମେ ମେଡିସିନ ବର୍ଗରେ ପୁରସ୍କାର ଘୋଷଣା କରାଯିବ । ଏହି ପୁରସ୍କାର ଚିକିତ୍ସା କିମ୍ବା ମାନବ ସ୍ବାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଆବିଷ୍କାର କରିଥିବା ବୈଜ୍ଞାନିକମାନଙ୍କୁ ସ୍ବୀକୃତି ଦିଏ । ଆଜି ସ୍ବିଡେନର କାରୋଲିନ୍ସକା ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରାୟ ଅପରାହ୍ନ 3ଟାରେ ପୁରସ୍କାର ଘୋଷଣା କରାଯିବ । ବିଜେତାମାନଙ୍କୁ 11 ନିୟୁତ ସ୍ବିଡିସ୍ କ୍ରୋନା (ପ୍ରାୟ ₹9 କୋଟି), ଏକ ସ୍ବର୍ଣ୍ଣ ପଦକ ଏବଂ ଏକ ପ୍ରମାଣପତ୍ର ମିଳିବ । ଡିସେମ୍ବର 10 ତାରିଖରେ ଷ୍ଟକହୋମ୍‌ରେ ସମସ୍ତ ବିଜେତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ।

Nobel Prize announcement t
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+