ଆଉ ନିସ୍ତାର ନାହିଁ ; ଅନନ୍ତନାଗରେ ୧୭୫ ସନ୍ଦିଗ୍ଧ ଅଟକ

ପହଲଗାଓଁ ଆକ୍ରମଣ ପରଠାରୁ ନିରାପତ୍ତାରକ୍ଷୀମାନେ ଘଟଣାରେ ସଂପୃକ୍ତ ଆତଙ୍କବାଦୀଙ୍କୁ ଧରିବାକୁ ଜାମ୍ମୁ-କାଶ୍ମୀରରେ ଘରକୁ ଘର ବୁଲି ତଲାସି ଅଭିଯାନ ଆରମ୍ଭ କରିଛନ୍ତିି। ଏହି ପରିପ୍ରେକ୍ଷୀରେ ଶନିବାର ଅନନ୍ତନାଗ ଜିଲାରେ ୧୭୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି ।

Anantnag

ନିରାପତ୍ତାରକ୍ଷୀମାନେ କାଶ୍ମୀର ଉପତ୍ୟକାରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ପରିବାରବର୍ଗଙ୍କୁ ଅଟକ ରଖି ଜେରା କରୁଛନ୍ତି। ଅବଶ୍ୟ ସନ୍ଦେହ ମୋଚନ ପରେ ପରିବାର ଲୋକଙ୍କୁ ଅବଶ୍ୟ ଛାଡି ଦିଆଯାଉଛି। ଦିନରାତି ଚାଲିଥିବା ଏହି ଅଭିଯାନରେ ଜାମ୍ମୁ-କାଶ୍ମୀର ପୁଲିସ, ସେନା ଓ ସିଆରପିଏଫ ଯବାନଙ୍କୁ ସାମିଲ କରାଯାଇଛି। ସେମାନେ ପ୍ରତ୍ୟେକ ଘରକୁ ଯାଇ ସଦସ୍ୟଙ୍କ ଆଧାର କାର୍ଡ ଓ ଅନ୍ୟ ପରିଚୟ ପତ୍ର ଯାଞ୍ଚ କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+