Get Updates
Get notified of breaking news, exclusive insights, and must-see stories!

ନୀତୀଶ ସରକାରଙ୍କ ବଡ଼ ନିଷ୍ପତ୍ତି , ଏହି ଦିନଠୁ ଅଟୋରେ.....

ଅଟୋ ଏବଂ ଇ-ରିକ୍ସାରେ ପିଲାମାନେ ସ୍କୁଲ ଯିବା ନିଷେଧ । ଏପ୍ରିଲ ୧ରୁ ଲାଗିବ ପ୍ରତିବନ୍ଧକ । ବିହାରରେ ନୀତିଶ ସରକାର ପିଲାମାନଙ୍କ ସୁରକ୍ଷା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିହାରରେ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ଧ୍ୟାନରେ ରଖି ରାଜ୍ୟ ସରକାର ବିହାର ପୋଲିସ ମୁଖ୍ୟାଳୟ ଟ୍ରାଫିକ୍ ପ୍ରଭାବ ଦ୍ୱାରା ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ବିହାର ସରକାରଙ୍କ କହିବାନୁଯାୟୀ ସ୍କୁଲ ଯିବା ସମୟରେ ପିଲାମାନଙ୍କ ସୁରକ୍ଷା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ । ଇ-ରିକ୍ସା ଏବଂ ଅଟୋରେ ପିଲାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ପୂର୍ବରୁ ଏହିସବୁ ଗାଡିରେ ପିଲାମାନଙ୍କ ସହିତ ଅନେକ ଦୁର୍ଘଟଣା ଘଟିଛି । ଏହି ପ୍ରତିବନ୍ଧ ଜରିଆରେ ସରକାର ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ପିଲାଙ୍କୁ ସୁରକ୍ଷିତ ଯାତାୟତ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ପ୍ରୟାସ କରାଯାଇଛି ।

nitish kumar

ପ୍ରକୃତରେ ଅଟୋ ଏବଂ ଇ-ରିକ୍ସା ଭଳି ଯାନରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଏ ନାହିଁ । ଏପରି ପରିସ୍ଥିତିରେ ଦୁର୍ଘଟଣା ଘଟିଲେ, ଏଥିରେ ଯାଉଥିବା ପିଲାମାନଙ୍କ ଜୀବନ ବିପଦରେ ପଡ଼ିପାରେ । ତେଣୁ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଯାନଗୁଡ଼ିକୁ ସ୍କୁଲ ଯିବା ପାଇଁ ନିଷେଧ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ନିୟମ ୧ ଏପ୍ରିଲ୍ ୨୦୨୫ ରୁ କାର୍ଯ୍ୟକାରୀ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+