ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ପୁରୁଣା ଗାଡ଼ିକୁ ମିଳିବନି ପେଟ୍ରୋଲ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁରୁଣା ଗାଡ଼ିକୁ ମିଳିବନି ତେଲ। ୧୫ ବର୍ଷର ପୁରୁଣା ଗାଡିକୁ ନେଇ ଦିଲ୍ଲୀ ସରକାର ଏକ ବଡ ଘୋଷଣା କରିଛନ୍ତି। ପେଟ୍ରୋଲ ପମ୍ପରେ ଏଭଳି ଯାନବାହାନକୁ ଆଉ ତେଲ ଦିଆଯିବ ନାହିଁ ବୋଲି ସରକାର କହିଛନ୍ତି। ଦିଲ୍ଲୀର ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂ ସିର୍ସା କହିଛନ୍ତି ଯେ ମାର୍ଚ୍ଚ ୩୧ ପରେ ଦିଲ୍ଲୀର ପେଟ୍ରୋଲ ପମ୍ପରେ ୧୫ ବର୍ଷରୁ ଅଧିକ ଗାଡିକୁ ତେଲ ଦିଆଯିବ ନାହିଁ। ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣର ମୁକାବିଲା ଲାଗି ଅଧିକାରୀଙ୍କ ସହ ଏକ ବୈଠକ ପରେ ସିରସା କହିଛନ୍ତି ଯେ, ସରକାର ଯାନବାହନ ଯୋଗୁଁ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି ।

No Fuel for Vehicles

ବୈଠକ ପରେ ପରିବେଶ ମନ୍ତ୍ରୀ ସିରସା କହିଛନ୍ତି ଯେ ଦିଲ୍ଲୀରେ କିଛି ବଡ଼ ହୋଟେଲ, କିଛି ବଡ ଅଫିସ କମ୍ପ୍ଲେକ୍ସ, ଦିଲ୍ଲୀ ଏୟାରପୋର୍ଟ ଏବଂ ବଡ ନିର୍ମାଣ ସ୍ଥଳ ରହିଛି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଆମେ ତୁରନ୍ତ ଏସବୁ ପାଇଁ ଆଣ୍ଟି ସ୍ମୋଗ୍ ଗନ୍ ଲଗାଇବା ବାଧ୍ୟତାମୂଳକ କରିବାକୁ ଯାଉଛୁ। ଆମେ ଦିଲ୍ଲୀର ସମସ୍ତ ଉଚ୍ଚ କୋଠା ପାଇଁ ସ୍ମଗ୍ ଗନ୍ ଲଗାଇବା ବାଧ୍ୟତାମୂଳକ କରିବାକୁ ଯାଉଛୁ । ଆମେ ଦିଲ୍ଲୀର ସମସ୍ତ ହୋଟେଲରେ ସ୍ମଗ୍ ଗନ୍ ଲଗାଇବା ବାଧ୍ୟତାମୂଳକ କରିବାକୁ ଯାଉଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+