ନିର୍ବାଚନ ମଇଦାନକୁ ଓହ୍ଲାଇବେ ନୀତିଶ କୁମାରଙ୍କ ପୁଅ

ବିହାର ନିର୍ବାଚନକୁ ନେଇ ନିଇତି ନୂଆନୂଆ ଅପଡେଟ୍‌ ଆସୁଛି । ଖାସ୍‌ କରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ ନିର୍ବାଚନ ଲଢିବେ କି ନାହିଁ ସେନେଇ ସସ୍‌ପେନ୍ସ ଦେଖାଯାଉଥିବା ବେଳେ ଏବେ ସେ ନିର୍ବାଚନବ ଲଢିବେ ବୋଲି କୁହାଯାଉଛି । ହେଲେ କେଉଁ ଆସନରୁ ସେ ନିର୍ବାଚନ ଲଢିବେ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ବୋଲି ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ହେଉଛି ।

nitish kumar

ବିହାରର ରାଜନୈତିକ ମାହୋଲ୍‌ରେ ପୁଣି ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ସକ୍ରିୟ ରାଜନୀତିରେ ସାମିଲ କରିବା ପାଇଁ ଜନତା ଦଳ (ୟୁନାଇଟେଡ୍) ବା ଜେଡିୟୁର କର୍ମୀମାନେ ଦାବି ଉଠାଇଛନ୍ତି । ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ନିଶାନ୍ତଙ୍କୁ ପ୍ରାର୍ଥୀ ଭାବେ ଦେଖିବାକୁ କର୍ମୀମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଖାଲି ଦାବି କରିଛନ୍ତି ତାହା ନୁହେଁ ବରଂ ଦଳୀୟ କାର୍ଯ୍ୟାଳୟ ସାମ୍ନାରେ ଏନେଇ ପୋଷ୍ଟର ବି ଲଗାଯାଇଛି । ଯାହାକୁ ନେଇ ଚର୍ଚ୍ଚା ଆହୁରି ଅଧିକ ଆରମ୍ଭ ହୋଇଯାଇଛି ।

ଜେଡିୟୁ କର୍ମୀମାନଙ୍କ ଦ୍ୱାରା ଲଗାଯାଇଥିବା ପୋଷ୍ଟରଗୁଡ଼ିକରେ ନିଶାନ୍ତ କୁମାରଙ୍କ ଫଟୋ ସହିତ ତାଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ଆହ୍ୱାନ ଦିଆଯାଇଛି । ସୁଶୀଲ କୁମାର, ଅଭୟ ପଟେଲ, ବରୁଣ କୁମାର ଏବଂ ଚନ୍ଦନ ପଟେଲଙ୍କ ଭଳି କିଛି ସ୍ଥାନୀୟ ଜେଡିୟୁ କର୍ମୀ ଏହି ପୋଷ୍ଟର ଲଗାଇଥିବା ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+