Get Updates
Get notified of breaking news, exclusive insights, and must-see stories!

ଗତକାଲି ହୋଇଥିଲା ଆଲୋଚନା, ଆଜି ନୀତୀଶଙ୍କ କ୍ୟାବିନେଟର ସଂପ୍ରସାରଣ

ନୀତିଶକୁମାରଙ୍କ ନେତୃତ୍ବାଧୀନ ବିହାର କ୍ୟାବିନେଟ୍‌ର ଆଜି ସନ୍ଧ୍ୟାରେ ସଂପ୍ରସାରଣ ହେବା ହବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ମନ୍ତ୍ରିମଣ୍ଡଳରେ ନୂଆ ମନ୍ତ୍ରୀମାନେ ପଦ ଓ ଗୋପନୀୟତାର ଶପଥ ନେବେ । ରାଜସ୍ୱ ଓ ଭୂସଂସ୍କାର ମନ୍ତ୍ରୀ ଦିଲ୍ଲୀପ କୁମାର ଜୟସ୍ଟାଲ ଆଜି ସକାଳେ ଇସ୍ତଫା ପ୍ରଦାନ କରିବା ପରେ କ୍ୟାବିନେଟ୍ ସଂପ୍ରସାରଣ କରାଯାଉଛି । ଡକ୍ଟର ଜୟସ୍କାଲ ବିଜେପି ରାଜ୍ୟ ସଭାପତି ରହିଥ‌ିବା ବେଳେ କ୍ୟାବିନେଟ୍ ସଂପ୍ରସାରଣ ପାଇଁ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଆଲୋଚନା ହେଉଛି । ଦଳର ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଗୋଟିଏ ପଦବୀରେ ରହିବାର ବ୍ୟବସ୍ଥା ଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।

nitish kumar

ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତିଶ କୁମାରଙ୍କ ମଧ୍ୟରେ କ୍ୟାବିନେଟ୍ ସଂପ୍ରସାରଣ ନେଇ ପାଟନାଠାରେ ଆଲୋଚନା ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ହେବାକୁ ଥିବା କ୍ୟାବିନେଟ୍ ସଂପ୍ରସାରଣରେ ବିଜେପିର ୪ରୁ ୫ ଜଣ ନୂଆ ମୁହଁ ସାମିଲ ହୋଇପାରନ୍ତି । ବର୍ତ୍ତମାନ ବିଜେପିର ଅଧିକାଂଶ ମନ୍ତ୍ରୀ ଏକରୁ ଅଧିକ ବିଭାଗ ଦାୟିତ୍ଵରେ ଥିବାରୁ ଅତିରିକ୍ତ ପଦବୀ ଗୁଡ଼ିକରେ ନୂଆ ମନ୍ତ୍ରୀମାନଙ୍କୁ ସାମିଲ କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+