ସରକାର ଗଠନ ପାଇଁ ସମର୍ଥନ ପତ୍ର ସହ ରାଜଭବନରେ ପହଞ୍ଚିଲେ ନୀତୀଶ କୁମାର; ରାଜ୍ୟପାଳଙ୍କୁ ପ୍ରଦାନ କଲେ NDA ସମର୍ଥନ ପତ୍ର

ରାଜଭବନରେ ପହଞ୍ଚିଲେ ନୀତୀଶ କୁମାର । ସରକାର ଗଠନ ପାଇଁ ସମର୍ଥନ ପତ୍ର ସହ ପହଞ୍ଚିଲେ ନୀତୀଶ । ରାଜ୍ୟପାଳଙ୍କୁ NDA ସମର୍ଥନ ପତ୍ର ଦେଲେ ନୀତୀଶ। ୧୨୮ ବିଧାୟକଙ୍କ ସମର୍ଥନ ପତ୍ର ଦେଲେ ନୀତୀଶ । ଆଜି ସଂଧ୍ୟା ୫ଟାରେ ଶପଥ ନେବେ ନୀତୀଶ କୁମାର ।

Nitish Kumar

ନୀତୀଶ କୁମାରଙ୍କ ସମେତ ଶପଥ ନେବେ ୯ ମନ୍ତ୍ରୀ । JDU ଓ ବିଜେପିରୁ ୩ ଜଣ ଲେଖାଏଁ ଶପଥ ନେବେ । HAMରୁ ଜଣେ ଓ ଜଣେ ସ୍ବାଧୀନ ବିଧାୟକ ନେବେ ଶପଥ ।

ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରେମ କୁମାର, ଶ୍ରବଣ କୁମାର, ସନ୍ତୋଷ କୁମାର ସୁମନ ଶପଥ ନେବେ । ବିଜେନ୍ଦ୍ର ଯାଦବ, ସୁମିତ କୁମାର ସିଂ ମନ୍ତ୍ରୀ ଭାବେ ଶପଥ ନେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+