ଦିଲ୍ଲୀ ଗସ୍ତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ସାଥିରେ ନଜର ଆସିଲେ ତେଜସ୍ୱି ଯାଦବ

NDA Meeting in Delhi: ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାରୁ ଦିଲ୍ଲୀ ଗସ୍ତ କରିଛନ୍ତି । ସେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏନଡିଏ ବୈଠକରେ ଯୋଗ ଦେବେ । ପାଟନାରୁ ଦିଲ୍ଲୀ ଅଭିମୁଖେ ନୀତୀଶ କୁମାରଙ୍କ ସହ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

Nitish Kumar

ବିମାନରେ ତେଜସ୍ୱୀ ଯାଦବ ସିଏମ ନୀତୀଶ କୁମାରଙ୍କ ପଛରେ ବସିଥିଲେ। ଉଭୟଙ୍କ ମୁହଁରେ ହସ ଥିଲା । ତେବେ ନୀତୀଶ କୁମାର ତେଜସ୍ୱୀ ଯାଦବଙ୍କୁ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି ବୋଲି ପଚାରିଥିଲେ? ଏହି ଫଟୋ ଭାଇରାଲ ହେବା ପରେ ଚର୍ଚ୍ଚାରେ ରହିଛି ବିହାର ରାଜନିତୀ ।

ଆଜି ଦିଲ୍ଲୀରେ ଉଭୟ ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସର ପୃଥକ ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ଅଂଶଗ୍ରହଣ କରିବାକୁ ସମାନ ଫ୍ଲାଇଟରେ ନୀତୀଶ ଏବଂ ତେଜସ୍ୱୀ ପାଟନାରୁ ଦିଲ୍ଲୀ ଆସୁଛନ୍ତି। ନୀତୀଶ କୁମାର ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସର ବୈଠକରେ ତେଜସ୍ୱୀ ଯାଦବ ଯୋଗଦେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+