ମଞ୍ଚ ଉପରେ ବେହୋସ ହୋଇଗଲେ ନୀତିନ ଗଡକରୀ

Nitin Gadkari Faint During Speech: ମହାରାଷ୍ଟ୍ରର ୟୱତମାଲାରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ମଞ୍ଚ ଉପରେ ବେହୋସ ହୋଇପଡିଛନ୍ତି । ସୁଗାର ଲେବଲ୍ କମିଯାଇଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ବିଗିଡି ଯାଇଥିବା ନେଇ ସୂଚନା ରହିଛି । ମଞ୍ଚ ଉପରେ ଭାଷଣ ଦେବା ସମୟରେ ଗଡକରୀ ମୁଣ୍ଡ ବୁଲାଇ ମଞ୍ଚ ବେହୋସ ହୋଇପଡିଥିଲେ । ପରେ ପାଖରେ ଥିବା ଲୋକମାନେ ତାଙ୍କୁ ଧରିନେବା ସହ ଚୌକିରେ ବସାଇଥିଲେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି ।

Nitin Gadkari

ସୂଚନା ଅନୁସାରେ ନୀତିନ ଗଡକରୀ ୟୱତମାଲ ଏନଡିଏ ପ୍ରାର୍ଥୀ ରାଜଶ୍ରୀ ପାଟିଲଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ। ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ବିଗିଡି ଯାଇଥିଲା। ତେବେ ଏହା ପୂର୍ବରୁ ମଧ୍ୟ ୨୦୧୯ ନିର୍ବାଚନ ପ୍ରଚାର ସମୟରେ ମହାରାଷ୍ଟ୍ରର ଅହମ୍ମଦନଗରରେ ଏକି ନିର୍ବାଚନୀ ସଭାରେ ଭାଷଣ ଦେବା ବେଳେ ହଠାତ୍ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ବେହୋସ ହୋଇପଡିଥିଲେ ।ଗଡକରୀ ଉକ୍ତ ସମୟରେ ଶିରିଡିର ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ବେହୋସ ହୋଇ ପଡିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+