ଭାରତ ଆସୁଛି ୨୬/୧୧ ମାଷ୍ଟର ମାଇଣ୍ତ୍ ତହବୁର ରାଣା

ଭାରତ ଆସୁଛି ୨୬/୧୧ ମାଷ୍ଟର ମାଇଣ୍ତ୍ ତହବୁର ରାଣା । ସ୍ୱତନ୍ତ୍ର ବିମାନରେ ତହବୁର ରାଣାକୁ ଭାରସ ଆଣୁଛି NIA ଟିମ୍ ।ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଭାରତ ଅଣାଯିବା ପରେ, NIA ତାଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରିବ ଏବଂ କୋର୍ଟରୁ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ । ଦିଲ୍ଲୀ-ମୁମ୍ବାଇ ଜେଲରେ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା ।

Tahawwur Rana

ଭାରତ ସରକାର ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ ମାମଲାର ଶୁଣାଣି ପାଇଁ ଆଡଭୋକେଟ୍ ନରିନ୍ଦର ମାନଙ୍କୁ ସ୍ୱତନ୍ତ୍ର ସରକାରୀ ଓକିଲ ଭାବରେ ନିଯୁକ୍ତ କରିଛନ୍ତି। ଏନେଇ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି। ମାମଲାର ପ୍ରଭାବଶାଳୀ ଏବଂ ନିରପେକ୍ଷ ଶୁଣାଣି ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+