NIAର ଅପିଲ୍, ପହଲଗାମ୍ ଆତଙ୍କୀ ଆକ୍ରମଣର ତଥ୍ୟ ଥିଲେ ଦିଅନ୍ତୁ
ପହଲଗାମ୍ ତଥ୍ୟ ଥିଲେ ଦିଅନ୍ତୁ। ପହଲଗାମ୍ ଆତଙ୍କୀ କାର୍ଯ୍ୟ ସମ୍ପର୍କରେ ଜଣାଇବାକୁ NIAର ଅପିଲ୍। ପର୍ଯ୍ୟଟକଙ୍କୁ ଭିଡ଼ିଓ କିମ୍ୱା କୌଣସି ତଥ୍ୟ ଥିଲେ NIAକୁ ଜଣାଇବାକୁ ଅପିଲ୍ କଲା ଏନଆଇଏ। ପହଲଗାମ ଆତଙ୍କୀ ଆକ୍ରମଣ ସମୟରେ ଯଦି କୌଣସି ଭିଡ଼ିଓ କିମ୍ୱା ତଥ୍ୟ ଥାଏ, ତାହାଲେ NIAକୁ ଜଣାଇବାକୁ ଅପିଲ୍। ଏନେଇ ଫୋନ୍ ନମ୍ୱର ମଧ୍ୟ ଜାରି କରିଛି NIA। ଏଥିପାଇଁ ଦୁଇଟି ନମ୍ୱର ଜାରି କରାଯାଇଛି।

ସେହି ନମ୍ୱର ଗୁଡ଼ିକ ହେଲା, ୯୬୫୪୯୫୮୮୧୬ ଏବଂ ୦୧୧୨୪୩୬୮୮୦୦। ଯାହା ପାଖରେ ବି ଯଦି କୌଣସି ତଥ୍ୟ ଥାଏ ତାହାଲେ ଏହି ନମ୍ୱରରେ ସିଧାସଳଖ କଲ୍ କରି ଜଣାଇପାରିବେ।












Click it and Unblock the Notifications