ବିଳାସପୁର ଟ୍ରେନ୍ ଦୁର୍ଘଟଣାକୁ ନେଇ ଆସିଲା ନୂଆ ଅପଡେଟ୍ ,ଲୋକୋ ପାଇଲଟ ମାନିନଥିଲେ ସିଗନା

ଛତିଶଗଡ ବିଳାସପୁର ଟ୍ରେନ୍ ଦୁର୍ଘଟଣାକୁ ନେଇ ଆସିଲା ନୂଆ ଅପଡେଟ୍ଟ୍ । ମାଲ୍‌ବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା ମେମୁ ପାସେଞ୍ଜର ଟ୍ରେନ୍ । ପ୍ରାରମ୍ଭିକ ଯାଞ୍ଚରୁ ଜାଣିବାକୁ ମିଳିଛି କି, ସିଗନାଲ ନମାନି ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ମେମୁ ଟ୍ରେନ । ଲୋକ ପାଇଲଟ ସିଗନାଲ ନିୟମକୁ ପାଳନ ନକରିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଥିବା ରେଳବାଇ କହିଛି ।

ପ୍ରାଥମିକ ଯାଂଚରେ ବ୍ରେକିଂ ସିଷ୍ଟମରେ କୌଣସି ତ୍ରୁଟି ଜଣାପଡିନଥିବା ବେଳେ ଲୋକ ପାଇଲଟଙ୍କ ଅସାବଧାନତାକୁ ଦାୟୀ କରାଯାଇଛି । ଲୋକୋ ପାଇଲଟଙ୍କ ବ୍ଲାକ ବକ୍ସ ଡାଟା, ସିଗନାଲ ଲଗ୍ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ତଦନ୍ତ କରୁଛନ୍ତି ରେଳ ସୁରକ୍ଷା କମିଶନର । କେବଳ ଏ ଗୋଟେ ଘଟଣା ନୁହେଁ ବଂର ୨୦୨୫ରେ ହୋଇଥିବା ୩ରୁ ଅଧିକ ଦୁର୍ଘଟଣାରେ ଯାନ୍ତ୍ରିକ ଓ ପରିଚାଳନାଗତ ତ୍ରୁଟି ପରିଲିକ୍ଷିତ ହୋଇଛି ।

New update on Bilaspur train accident loco pilot did not obey signals

ଦୁର୍ଘଟଣା ପରେ ଟ୍ରେନ୍ କୋଚ୍ ଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ, ଟ୍ରାକ୍ ସଫା କରିବା କାମ ଦ୍ରୁତ ଗତିରେ ଆରମ୍ଭ ହୋଇଥିଲା । ଏହା ଅନେକ ଟ୍ରେନକୁ ମଧ୍ୟ ପ୍ରଭାବିତ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+