ବଢ଼ିଲା ମାଗଣା ଆଧାର ଅପ୍ଡେଟ୍ ସମୟ ସୀମା ,ଏହା ପରେ ଆଉ ହେବନି ଫ୍ରୀରେ ...
ମାଗଣାରେ ଆଧାର ଅପ୍ଡେଟ୍ କରିବାର ସମୟ ସୀମାକୁ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ପଞ୍ଚମ ଥର ପାଇଁ ବଢ଼ାଇଛନ୍ତି। ଚଳିତ ମାସ ୧୪ରେ ସମୟ ସୀମା ଶେଷ ହେଉଥିବା ବେଳେ ତାହାକୁ ୨୦୨୬ ଜୁନ୍ ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ତିନି ମାସିଆ ଓ ୬ ମାସିଆ ମହଲତ ବୃଦ୍ଧି କରାଯାଉଥିଲା। ଏଥର କିନ୍ତୁ ବର୍ଷେ ପାଇଁ ସମୟ ସୀମାକୁ ବଢ଼ାଯାଇଛି।

ଯେଉଁ ଲୋକମାନେ ୧୦ ବର୍ଷ ପୂର୍ବରୁ ଆଧାର କାର୍ଡ କରାଇଛନ୍ତି, ସେମାନଙ୍କୁ ବିବରଣୀ ଅପ୍ଡେଟ୍ କରିବା ଲାଗି ୟୁଆଇଡିଏଆଇ ସୁଯୋଗ ଦେଇଛି। ଯେଉଁମାନେ ୧୦ ବର୍ଷ ଭିତରେ କେବେବି କାର୍ଡ ଅପ୍ଡେଟ୍ କରିନାହାନ୍ତି, ସେମାନଙ୍କୁ ଏହି ସୁଯୋଗ ଦିଆଯାଇଛି। ମାଗଣାରେ କେବଳ ନାମ, ଠିକଣା, ଜନ୍ମ ତାରିଖ, ଲିଙ୍ଗ ଭଳି ବିଷୟକୁ ଅପ୍ଡେଟ୍ କରିହେବ। କିନ୍ତୁ ମୋବାଇଲ୍ ନମ୍ବର କେବଳ ଆଧାର କେନ୍ଦ୍ରଗୁଡ଼ିକରେ ଅପ୍ଡେଟ୍ ହୋଇପାରିବ।
More From
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications