Get Updates
Get notified of breaking news, exclusive insights, and must-see stories!

ନେପାଳ ବନ୍ୟା ଓ ଭୂ-ସ୍ଖଳନ ନେଲାଣି ୨୩୩ ଜୀବନ , ଏବେ ବି ଅନେକ ନିଖୋଜ

ନେପାଳରେ ବନ୍ୟା ଏବଂ ଭୂ- ସ୍ଖଳନ ଯୋଗୁଁ ମୃତ୍ୟୁସଂଖ୍ୟା ୨୩୩କୁ ବୃଦ୍ଧି ପାଇଛି । ଏପର୍ଯ ପର୍ଯ୍ୟନ୍ତ ୨୨ଜଣ ଲୋକ ନିଖୋଜ ଥିବା କୁହାଯାଇଛି । ଏହି ପ୍ରାକୃତିକ ବି ବିପର୍ଯ୍ୟୟରେ ଶହେ ଅଣସ୍ତରୀ ଜଣେ ଆହତ ହୋଇଛନ୍ତି ସେଠାକାର ଗୃହମନ୍ତ୍ରଣାଳ ଣାଳୟ ମୁଖପାତ୍ର ରୁଷିରାମ ତିଓ୍ବାରୀ କହିଛନ୍ତି,

ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରୁ ୧୭ହଜାର ୧୨୦ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସରକାରୀ ସଂସ୍ଥାଗୁଡ଼ିକ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ଗମନାଗମନ ସୁ-ବ୍ୟବସ୍ଥିତ କରିବା ଲାଗି ଯୁଦ୍ଧକାଳୀନ ଭିଭିରେ କାର୍ଯ୍ୟ ଚାଲିଛି । ଗତ ଶୁକ୍ରବାର ଠାରୁ ନେପାଳର ପୂର୍ବ ଏବଂ ମଧ୍ୟ ଭାଗର ଅନେକ ଅଂଶ ଜଳମଗ୍ନ ହୋଇପଡିଥିଲା ।

nepal flood

ପ୍ରବଳ ବର୍ଷା ଯୋଗୁଁ ଦେଶର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା । ୫୬ଟି ଜିଲ୍ଲାରେ ସତର୍କ ସୂଚନା ଜାରି କରିଥିଲା ପାଣିପାଗ ବିଭାଗ । ଆଉ ଏହା ଭିତେରେ ଗଲାଣି ୨୩୩ ଜଣଙ୍କ ଜୀବନ । ଅନ୍ୟପଟେ କୁହାଯଉଛି ଏବେ ବି ଅନେକ ଲୋକେ ରହିଛନ୍ତି ନିଖୋଜ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+