ସରକାରୀ କର୍ମଚାରୀଙ୍କୁ ଚେତାବନୀ ସରକାରଙ୍କ ଚେତାବନୀ ,ବୃଦ୍ଧ ବାପାମା’ଙ୍କ ଯତ୍ନ ନନେଲେ କାଟିବେ ଦରମା
ତେଲେଙ୍ଗାନା ସରକାର ତାଙ୍କ ସରକାରୀ କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ସେମାନେ ନିଜର ବୃଦ୍ଧ ପିତାମାତାଙ୍କୁ ହଇରାଣ କରନ୍ତି କିମ୍ବା ଅଣଦେଖା କରନ୍ତି, ତେବେ ସେମାନଙ୍କ ଦରମା ୧୦ପ୍ରତିଶତ କାଟି ଦିଆଯିବ । ଏହି ଦରମାକୁ ସିଧାସଳଖ ପିତାମାତାଙ୍କ ଆକାଉଣ୍ଟକୁ ପଠାଯିବ ।













Click it and Unblock the Notifications