ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲା: ୪ ଡାକ୍ତରୀ ଛାତ୍ର ଗିରଫ

Neet UG Paper Leak: ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ୪ ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରାଯାଇଛି । ତେବେ ଏହି ଅଭିଯୁ୍କ୍ତ ମାନେ ବିହାର ପାଟନା ଏମ୍ସର ଛାତ୍ରମାନେ ବୋଲି ସୂଚନା ରହିଛି । ଏହି ୪ ଜଣଙ୍କୁ ପଚରାଉଚରା କରିବା ପରେ CBI ଏହି ଛାତ୍ରଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଛାତ୍ର ହେଲେ ଏମବିବିଏସ୍ ତୃତୀୟ ବର୍ଷର ଚନ୍ଦନ ସିଂ, ରାହୁଲ ଅନନ୍ତ, କୁମାର ସାନୁ ଏବଂ ଦ୍ୱିତୀୟ ବର୍ଷର ଛାତ୍ର କରଣ ଜୈନ ।

Neet UG Paper Leak

ସୂଚନା ଅନୁସାରେ, ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ପରେ ସିବିଆଇ ଏହି ମାମଲାର ତଦନ୍ତ କରୁଛି । ଶନିବାର ଦିନ 12 ସୁଦ୍ଧା ସହର ୱାରୀ ଓ ପରୀକ୍ଷା କେନ୍ଦ୍ର ୱାରୀ ନିଟ୍ ୟୁଜି ରେଜଲ୍ଟ ପ୍ରକାଶ ପାଇଁ ସୁପ୍ରିମକୋର୍ଟ ଏମଟିଏକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନିର୍ଦ୍ଦେଶ ଅନୁସାର ଏମଟିଏ ୱେବସାଇଟରେ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ । ହେଲେ ଛାତ୍ରଛାତ୍ରୀଙ୍କ ନାଁ ଗୁପ୍ତ ରଖାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+