ଅଗଷ୍ଟ ୧୧ ଅନୁଷ୍ଠିତ ହେବ NEET PG ପରୀକ୍ଷା

ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ NEET-PG ପରୀକ୍ଷା ପାଇଁ ମେଡିକାଲ ସାଇନ୍ସ ଜାତୀୟ ପରୀକ୍ଷା ବୋର୍ଡ ତାରିଖ ଘୋଷଣା କରିଛି। ଅଗଷ୍ଟ ୧୧ କୁ ପରୀକ୍ଷା ତାରିଖ ଭାବରେ ସ୍ଥିର ହୋଇଛି। ଦୁଇଟି ସିଫ୍ଟରେ ଏହି ପରୀକ୍ଷାବ ଅନୁଷ୍ଠିତ ହେବ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି।

NEET PG Exam

ତେବେ ଜୁନ୍ ୨୩ ପାଇଁ ଧାର୍ଯ୍ୟ ହୋଇଥିବା NEET-PG ପରୀକ୍ଷା UG ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ସମେତ ଅନିୟମିତତା ହେତୁ ଧାଡିରେ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ସ୍ଥଗିତ ରଖାଯାଇଥିଲା। ପରୀକ୍ଷାର୍ଥୀମାନେ ଅଧିକ ସୂଚନା ପାଇଁ ଅଫିସିଆଲ ୱେବସାଇଟ natboard.edu.in କୁ ଯାଇ ଦେଖିପାରିବେ।

NEET PG ପରୀକ୍ଷା ବିଷୟରେ ଆଲୋଚନା ପାଇଁ ଗୃହ ମନ୍ତ୍ରଣାଳୟର ସାଇବର ସେଲ୍ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୁରକ୍ଷା ନିଶ୍ଚିତ କରିବାକୁ ପରୀକ୍ଷାର କିଛି ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ବିଭିନ୍ନ ସରକାରୀ ଏଜେନ୍ସି ସମ୍ଭାବ୍ୟ ତ୍ରୁଟିର ମୂଲ୍ୟାଙ୍କନ କରୁଛନ୍ତି ଏବଂ ତଦନ୍ତ ପ୍ରାୟ ଶେଷ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+