Corona Update: ଦିନକରେ 19,893 ନୂଆ କରୋନା ମାମଲା ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 19,893 ଜଣ ନୂଆ ମାମଲା ସାମନାକୁ ଆସିଛି । ସଂକ୍ରମଣ ସହିତ ବଢିଛି ମୃତ୍ୟୁ ସଂଖ୍ୟା । ତେବେ ଦିନକରେ ମୋଟ 53 ଜଣଙ୍କ ମୃତ୍ୟୁ ଘଟିଛି ।

ନୂଆଦିଲ୍ଲୀ: ଦୁଇ ବର୍ଷ ପରେ ମଧ୍ୟ କରୋନା ମାମଲାରେ ଲାଗୁନି ଲଗାମ। ସଚେତନତା ବୃଦ୍ଧି ସତ୍ତ୍ବେ ମଧ୍ୟ ପ୍ରଭାବିତ ହେଉନାହାଁନ୍ତି ଲୋକେ । ଦେଶରେ ତଳ ଉପର ହେଉଛି କୋରୋନା ଗ୍ରାଫ । ଦିନେ ସଂକ୍ରମଣ କମିଲେ ଆଉ ଦିନେ ବଢୁଛି ।

corona virus

ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 19,893 ଜଣ ନୂଆ ମାମଲା ସାମନାକୁ ଆସିଛି । ସଂକ୍ରମଣ ସହିତ ବଢିଛି ମୃତ୍ୟୁ ସଂଖ୍ୟା । ତେବେ ଦିନକରେ ମୋଟ 53 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଦେଶରେ ମୋଟ 4,34,24029,778 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ପାଖାପାଖି ଦେଢ ଲକ୍ଷ ରହିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,36,478ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ସମୁଦାୟ 5,26,530 ରହିଛି । ଦେଶବ୍ୟାପୀ ମୋଟ 205 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 38,20,676 ଜଣଙ୍କୁ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+