ଆଜି ନୂଆଦିଲ୍ଲୀରେ NDA ସଂସଦୀୟ ଦଳ ବୈଠକ
ଆଜି ନୂଆଦିଲ୍ଲୀରେ NDA ସଂସଦୀୟ ଦଳ ବୈଠକ। ପାର୍ଲାମେଣ୍ଟ ଲାଇବ୍ରେରୀ ବିଲ୍ଡିଂରେ ହେବ ବୈଠକ । ବୈଠକରେ ଯୋଗଦେବାକୁ ପହଞ୍ଚିଲେ ପିଏମ୍ ମୋଦି । ସଂସଦୀୟ ଦଳ ବୈଠକକୁ ସମ୍ବୋଧନ କରିପାରନ୍ତି ପିଏମ୍। ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ସମ୍ମାନିତ କରାଯିବ ।













Click it and Unblock the Notifications