ବଡ ପ୍ଲାନ୍ କରୁଛି ଏନଡିଏ, ୮ରେ ସାଂସଦଙ୍କୁ ଭୋଜି ଦେବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି?
ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ପଦ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଏବଂ ଇଣ୍ଡି ମେଣ୍ଟର ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ଏଥିପାଇଁ ସଂସଦର ଦୁଇ ସଦନର ୭୮୨ ସଦସ୍ୟ ଏବଂ ମନୋନୀତ ସଦସ୍ୟମାନେ ମତଦାନ କରିବେ। ଜିତିବାକୁ ଜଣେ ପ୍ରାର୍ଥୀଙ୍କୁ ୩୯୨ ଭୋଟର ଆବଶ୍ୟକତା ଥିବାବେଳେ ଏନ୍ଡିଏ ନିକଟରେ ୪୨୫ ସଦସ୍ୟଙ୍କ ସମର୍ଥନ ରହିଛି। ତେବେ ତାଙ୍କ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବାକୁ ଏନ୍ଡିଏ ପକ୍ଷରୁ ଏବେଠୁ କୌଶଳ ଆରମ୍ଭ ହୋଇଛି।













Click it and Unblock the Notifications