ହାରିଗଲେ ନ୍ୟାସନାଲ କଂଗ୍ରେସ ପାର୍ଟିର ପ୍ରମୁଖ ଚେହେରା ନବାବ ମଲିକ

ନ୍ୟାସନାଲ କଂଗ୍ରେସ ପାର୍ଟି (NCP)ର ପ୍ରମୁଖ ଚେହେରା ନବାବ ମଲିକ ପରାସ୍ତ। ୬୫ ବର୍ଷୀୟ ନବାବ ସମାଜବାଦୀ ପାର୍ଟିର ଅବୁ ଅସିମ ଆଜମିଙ୍କ ଠାରୁ ପରାସ୍ତ ହୋଇଛନ୍ତି। ୭୬ ହଜାର ୫ ଖଣ୍ଡ ଭୋଟରେ ହାରିଛନ୍ତି ନବବା ମଲିକ।

Nawab Malik

ନବାବ ଅଜିତ ପାୱାରଙ୍କ NCPର ଜଣେ ପ୍ରମୁଖ ଚେହେରା। ସେ ୨୦୧୯ ନିର୍ବାଚନରେ ଅଣୁଶକ୍ତି ନଗର ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ। ମାତ୍ର ଚଳିତ ନିର୍ବାଚନରେ ମନଖୁର୍ଦ ଶିବାଜୀ ନଗରୀରୁ ପ୍ରାର୍ଥୀ ହୋଇଥିଲେ। ସମାଜବାଦୀ ପାର୍ଟିର ଅବୁ ଆଜମି ତାଙ୍କୁ ବିପୁଳ ଭୋଟରେ ପରାସ୍ତ କରିଛନ୍ତି। ଅବୁ ଆଜମି ୮୩ ହଜାର ୫୮୮ ଖଣ୍ଡ ଭୋଟ୍ ପାଇ ଥିବାବେଳେ ନବାବ ମଲିକ ମାତ୍ର ୭ ହଜାର ୫୮୩ ଭୋଟ୍ ପାଇଛନ୍ତି।

ସେପଟେ, ନବାବଙ୍କ ଗଡ଼ ଅଣୁଶକ୍ତି ନଗରରୁ ତାଙ୍କ ଝିଅ ସନା ମଲିକ ପ୍ରତିଦ୍ୱନ୍ଦିତା କରୁଛନ୍ତି। ତାଙ୍କ ବିପକ୍ଷରେ ଅଛନ୍ତି ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହଦ ଅହମଦ। ଫହଦ ୧୭ ରାଉଣ୍ଡ ଭୋଟ୍ ଗଣତି ପର୍ଯ୍ୟନ୍ତ ଆଗେଇ ଚାଲିଥିଲେ, କିନ୍ତୁ ୧୯ ରାଉଣ୍ଡ ବେଳକୁ ପଛରେ ପଡ଼ି ଯାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+