ଆଜି ଦେଖନ୍ତୁ ମାତ୍ର ୯୯ ଟଙ୍କାରେ ସିନେମା

National Cinema Day: ବହୁ ପ୍ରତୀକ୍ଷିତ ଜାତୀୟ ସିନେମା ଦିବସ ଆଜି ଅର୍ଥାତ୍ ୨୦ ସେପ୍ଟେମ୍ବର ଦିନ ପାଳନ କରାଯାଉଛି । ଏହି ଅବସରରେ ଦର୍ଶକଙ୍କ ପାଇଁ ରହିଛି ଏକ ଖାସ ଉପହାର । ବାସ୍ତବରେ ସିନେମା ପ୍ରେମୀମାନେ ଆଜି ମାତ୍ର 99 ଟଙ୍କା ଖର୍ଚ୍ଚ କରି ଥିଏଟରରେ ସେମାନଙ୍କର ପ୍ରିୟ ଚଳଚ୍ଚିତ୍ର ଦେଖିପାରିବେ । ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏନେଇ ଏକ୍ସରେ ସୂଚନା ଜାରି କରିଛି ।

National Cinema Day 2024

ସୂଚନା ଅନୁସାରେ, ଆଜି ଦେଶର ପ୍ରାୟତଃ ସମସ୍ତ ହଲ୍ ହାଉସଫୁଲ୍ ରହିଛି । ଆଜି ଆପଣ କାହାଁ ଶୁରୁ କାହାଁ ଖତମ ଦେଖିପାରିବେ । ସୌରଭ ଦାସଗୁପ୍ତାଙ୍କ ନିର୍ଦ୍ଦେଶିତ ଧ୍ୱନୀ ଭାନୁଶାଲି, ଆଶିମ ଗୁଲାଟି, ରାଜେଶ ଶର୍ମା ଏବଂ ଅନ୍ୟ କଳାକାରମାନେ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି ସିନେମାକୁ ଆଜି ପ୍ରେକ୍ଷାଳୟରେ ମାତ୍ର 99 ଟଙ୍କା ରେ ଦେଖି ପାରିବେ ଦର୍ଶକ ।

ନେଭର ଲେଡ୍ ଗୋ- ଏହି ଚଳଚ୍ଚିତ୍ରଟି ଆଲେକ୍ସଜାଣ୍ଡାର୍ ଅଜାଙ୍କ ଦ୍ୱାରା ନିର୍ଦ୍ଦେଶିତ । ଆଜି ମାତ୍ରା 99 ଟଙ୍କାରେ ଏହି ଫିଲ୍ମ ଦେଖି ପାରିବେ ଦର୍ଶକ । ସେହିପରି ରବି ଉଦୟଭାରଙ୍କ ନିର୍ଦ୍ଦେଶିତ ୟୁଧରାରେ ରାଘବ ଜୁଏଲ, ମଲାଭିକା ମୋହନନ୍, ସିଦ୍ଧାନ୍ତ ଚତୁର୍ବେଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ସେହିପରି ସ୍ତ୍ରୀ-2 ଆଜି ମାତ୍ର 99 ରେ ଦେଖିବାର ମୌକା ପାଇବେ ଦର୍ଶକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+