ହୋଇନାହିଁ କ୍ରିକେଟର ହାର୍ଦ୍ଦିକ ପାଣ୍ତ୍ୟା ଏବଂ ନତାଶାଙ୍କ ଡିଭୋର୍ସ, ଅଭିନେତ୍ରୀ ସେୟାର କଲେ ଏପରି ଫଟୋ

Hardik Pandya Divorce: ନତାଶା ଷ୍ଟାନକୋଭିକ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ତାଙ୍କ ବିବାହର ସମସ୍ତ ଫଟୋ ସୋସିଆଲ ମିଡିଆରୁ ଡିଲିଟ କରିଦେଇଥିଲେ। ଏହା ମଧ୍ୟ ଦାବି କରାଯାଉଥିଲା ଯେ ଅଭିନେତ୍ରୀ ପାଣ୍ଡ୍ୟାଙ୍କ ଉପନାମକୁ ତାଙ୍କ ନାମରୁ ହଟାଇ ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ନତାଶା କିଛି ଏପରି ପଦକ୍ଷେପ ନେଇଛନ୍ତି ଯାହା ସମସ୍ତ ସତ ଉପରରୁ ଉଠାଇଛି ପର୍ଦା । ଯାହା ସବୁ ଗୁଜବ ଉପରେ ପକାଇଛି ପୂର୍ଣ୍ଣଚ୍ଛେଦ ।

ବାସ୍ତବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପତ୍ନୀ ନତାଶା ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କ ବିବାହ ଫଟୋକୁ Unarchived କରିଦେଇଛନ୍ତି । ତାଙ୍କର ଏହି ପଦକ୍ଷେପ ଏହା ସ୍ପଷ୍ଚ କରିଛି ଯେ ତାଙ୍କର ଏବଂ ହାର୍ଦ୍ଦିକଙ୍କର ଛାଡପତ୍ର ହୋଇନାହିଁ ।

Hardik Pandya Divorce

ନତାଶାଙ୍କ ଇନଷ୍ଟାଗ୍ରାମରେ ପୁଣିଥରେ ହାର୍ଦ୍ଦିକଙ୍କ ବିବାହର ଫଟୋ ଦେଖିବା ପରେ ପ୍ରଶଂସକମାନେ ମଧ୍ୟ ବେଶ୍ ଖୁସ ଅଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି- 'ତୁମେ ଦୁହେଁଙ୍କୁ ଏକାଠି ଦେଖି ଭଲ ଲାଗିଲା ।' ସେହିପରି ଅନ୍ୟ ଜଣେ ପ୍ରଶଂସକ କହିଛନ୍ତି- 'ମୁଁ ଖୁସି ଯେ ଦୁହେଁ ଏକାଠି ଅଛନ୍ତି।' ଗୋଟିଏ ପଟେ ନତାଶା ଏବଂ ହାର୍ଦ୍ଦିକଙ୍କ ବିବାହ ଫଟୋ ଦେଖି କିଛି ପ୍ରଶଂସକମାନେ ଖୁସି ହେଉଥିବା ବେଳେ ଅନ୍ୟପଟେ କିଛି ଉପଭୋକ୍ତା ଏହି ଦମ୍ପତିଙ୍କୁ ଛାଡପତ୍ରର ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ କରୁଛନ୍ତି ଏବଂ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+