୨୦୩୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ ମୋଦି ! ପାକିସ୍ତାନ କଲା ଏପରି ଭବିଷ୍ୟବାଣୀ
PM Modi: ୨୦୩୪ ପର୍ଯ୍ୟନ୍ତ ମୋଦି ରହିବେ ପ୍ରଧାନମନ୍ତ୍ରୀ, ଏପରି ଭବିଷ୍ୟବାଣୀ କରିଛନ୍ତି ପାକିସ୍ତାନୀ ବିଶେଷଜ୍ଞ କମର ଚିମା । ସେ କହିଛନ୍ତି, ନରେନ୍ଦ୍ର ମୋଦି 2034 ପର୍ଯ୍ୟନ୍ତ ଭାରତରେ କ୍ଷମତାରେ ରହିବେ କାରଣ ହେଲା ତାଙ୍କ ପ୍ରଭାବିତ ରାଜନୀତି ଶୈଳୀ, ଯାହା ଭାରତୀୟ ଲୋକଙ୍କୁ ବେଶ୍ ଆକ୍ରୁଷ୍ଟ କରିପାରିଛି ।
ସେହିପରି ଆଇପିଏଲ ନିଲାମରେ ବାଂଲାଦେଶ ଖେଳାଳିଙ୍କୁ ଭାରତ ଅବହେଳା କରୁଥିବା ପ୍ରସଙ୍ଗକୁ ନେଇ ସେ କହିଛନ୍ତି ଏପରି ସ୍ଥିତି 2029 ପର୍ଯ୍ୟନ୍ତ ରହିବ ଏପରିକି 2034 ପର୍ଯ୍ୟନ୍ତ ଖେଳୀଙ୍କୁ ଏପରି ସ୍ଥିତିର ସାମ୍ନା କରିବା ପାଇଁ ପଡିପାରେ । ତାରଣ ସେ ପର୍ଯ୍ୟନ୍ତ ମୋଦି କ୍ଷମତାରେ ରହିବେ ଏବଂ ଯେ ପର୍ଯ୍ୟନ୍ତ ସେ ଅଛନ୍ତି ପାକିସ୍ତାନୀ ଏବଂ ବାଂଲାଦେଶୀ ଖେଳାଳିମାନେ ଆଇପିଏଲରେ ସ୍ଥାନ ପାଇବେ ନାହିଁ ।













Click it and Unblock the Notifications