ଆଜି ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
PM Modi: ଆଜି ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ମୋଦି ଷଷ୍ଠ କ୍ୱାଡ୍ ଶିଖାର ସମ୍ମିଳନୀରେ ଯୋଗଦେବେ ଏହାସହ ଅନେକ ଦେଶର ନେତାଙ୍କର ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ । ସେହିପରିଲ ନିଜର ଏହି ଗସ୍ତ ସମୟରେ ନ୍ୟୁୟର୍କରେ ଥିବା ମିଳିତ ଜାତିସଂଘର ସାଧାରଣ ମହାସଭାକୁ ସମ୍ବୋଧନ କରିବେ ମୋଦି । ତେବେ ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜନ କରାଯାଉଥିବା କ୍ୱାଡ ସମ୍ମିଳନୀରେ ସାମିଲ ହେବେ ମୋଦି । କ୍ୱାଡରେ ଭାରତ ବ୍ୟତୀତ, ଜାପନା, ଅଷ୍ଟ୍ରେଲିଆ, ଆମେରିକା ମଧ୍ୟ ରହିଛନ୍ତି ।













Click it and Unblock the Notifications