ଘୋଷଣା ହେଲା ଛାତ୍ର ବିଜେଡି ସଭାପତିଙ୍କ ନାଁ, ଚିନ୍ମୟ-ଯୁବ, ଈପସିତା-ଛାତ୍ର ବିଜେଡି ସଭାପତି,
ଘୋଷଣା ହେଲା ଛାତ୍ର ବିଜେଡି ସଭାପତିଙ୍କ ନାଁ। ଚିନ୍ମୟ ସାହୁ ବିଜୁ ଜନତା ଦଳର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଏଥିସହ ଈପସିତା ସାହୁ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ନିଯୁକ୍ତି ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯୁବ ଓ ଛାତ୍ର ସଂଗଠନର ଆଉ ୪ ଲେଖାଏଁ ବରିଷ୍ଠଙ୍କୁ ସା. ସମ୍ପାଦକର ଦାୟିତ୍ୱ ମିଳିଛି ।

ଯୁବ-ବ୍ୟେମକେଶ ରାୟ, ରାଜେନ୍ଦ୍ର ସାହୁ, ଅମରେଶ ପତ୍ରି, ସଞ୍ଜିତ ମହାନ୍ତି । ଛାତ୍ର-ଦେବେଶ ଆଚାର୍ଯ୍ୟ, ଦେବୀରଞ୍ଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ, ସୌଭିକ ବିଶ୍ୱାଳ ରହିଛନ୍ତି ।












Click it and Unblock the Notifications