ଆଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ଓଡ଼ିଆ ଝିଅ, ଭାଙ୍ଗିଲେ ୧୦୦ ବର୍ଷର ରେକର୍ଡ

ପ୍ରଫେସର ନାଇମା ଖାତୁନ ଗୁଲରେଜ ହେଲେ ଆଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି । ତାଙ୍କ ନିଯୁକ୍ତିରେ ମୋହର ମାରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ନିର୍ବାଚନ କମିଶନ। ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ଇତିହାସରେ ଏହା ପ୍ରଥମ ଥର ପାଇଁ ଜଣେ ମହିଳା କୁଳପତି ହୋଇଛନ୍ତି। 100 ବର୍ଷ ମଧ୍ୟରେ ପ୍ରଫେସର ନାଇମା ଖାତୁନ ଗୁଲରେଜ ପ୍ରଥମ ମହିଳା ହେବେ | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପାଇବା ପରେ ଖାତୁନ ଗୁଲରେଜଙ୍କୁ କୁଳପତି ଭାବରେ ନିଯୁକ୍ତ କରାଯାଇଥିବା ସୂତ୍ରରୁ ପ୍ରକାଶ। ନାଇମା ଖାତୁନ ଗୁଲରେଜ ଜଣେ ଓଡ଼ିଆ ଝିଅ । ତାଙ୍କ ଘର ଯାଜପୁର ଜିଲ୍ଲାରେ।

Naima Khatun Gulrej

ସୂଚନାନୁସାରେ, ଗତ ନଭେମ୍ବର ମାସରେ ନୂଆ କୁଳପତି ନିଯୁକ୍ତି ନେଇ ରାଷ୍ଟ୍ରପତିଙ୍କ ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ତିନିଟି ନାଁ ସୁପାରିଶ କରାଯାଇଥିଲା । ଆଦର୍ଶନ ଆଚରଣ ବିଧି ଲାଗୁ ହୋଇଥିବାରୁ ନିର୍ବାଚନ କମିଶନଙ୍କ ଅନୁମୋଦନ ପରେନାଇମା ଖାତୁନଙ୍କ କୁଳପତି ଭାବରେ ନିଯୁକ୍ତି ମିଳିଛି । ସେ ଏହି ପଦରେ 5 ବର୍ଷ ରହିବେ। ସ୍ୱାମୀ ତଥା ପ୍ରୋ ଭାଇସ-ଚାନଲେସର ପ୍ରଫେସର ମହମ୍ମଦ ଗୁଲରେଜଙ୍କଠାରୁ କାର୍ଯ୍ୟଭାର ସମ୍ଭାଳିଛନ୍ତି ନାଇମା ଖାତୁନ ।

1988 ରେ ଅଧ୍ୟାପକ ପଦରେ ନିଯୁକ୍ତ ହୋଇଥିଲେ ନାଇମା ଖାତୁନ ଗୁଲରେଜ, ଯିଏ ଏମୟୁରୁ ସାଇକୋଲୋଜିରେ ପିଏଚଡି ହାସଲ କରିଥିଲେ, ସେହି ବିଭାଗରେ 1988 ରେ ଅଧ୍ୟାପକ ଭାବରେ ନିଯୁକ୍ତ ହୋଇଥିଲେ। 2006 ରେ ତାଙ୍କୁ ପ୍ରଫେସର ପଦୋନ୍ନତି ଦିଆଯାଇଥିଲା। ଗୋଟିଏ ଶିକ୍ଷାବର୍ଷ ପାଇଁ ରୱାଣ୍ଡା ନ୍ୟାସନାଲ ୟୁନିଭର୍ସିଟିରେ ଅଧ୍ୟାପକ ଥିଲେ ନାଇମା ଖାତୁନ। ଆଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟରେ ବହୁ ପ୍ରଶାସନିକ ପଦବୀରେ କାର୍ଯ୍ୟ କରିଛନ୍ତି । ଗତବର୍ଷ ଏ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+