ମିଆଁମାର ଭୂକମ୍ପ: ମୃତ୍ୟୁ ସଂଖ୍ୟା ୩ ହଜାର ୪୭୧ରେ ପହଞ୍ଚିଲା
ମିଆଁମାର ଭୂକମ୍ପ: ମୃତ୍ୟୁ ସଂଖ୍ୟା ୩ ହଜାର ୪୭୧ରେ ପହଞ୍ଚିଲା । ୪ ହଜାର ୬୭୧ ଜଣ ଆହତ, ୨୧୪ ଜଣ ଏବେ ବି ନିଖୋଜ । ୫,୨୦୦ ଘର, ୧୮୦୦ ସ୍କୁଲ, ୮,୯୦୦ ମନ୍ଦିର ମାଟିରେ ମିଶିଛି । ୧୬୭ ହସ୍ପିଟାଲ, ୧୬୯ ବ୍ରିଜ୍, ୧୯୮ଟି ଡ୍ୟାମ୍ ନଷ୍ଟ ହୋଇଛି ।













Click it and Unblock the Notifications