Get Updates
Get notified of breaking news, exclusive insights, and must-see stories!

Murshidabad violence:ତଦନ୍ତ କମିଟି ଗଠନ କଲେ ଜାତୀୟ ମହିଳା ଆୟୋଗ

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ହୋଇଥିବା ହିଂସାକାଣ୍ଡର ତଦନ୍ତ ପାଇଁ ଜାତୀୟ ମହିଳା ଆୟୋଗ ଏକ ତଦନ୍ତ କମିଟି ଗଠନ କରିଛନ୍ତି । ଆୟୋଗର ଅଧ୍ୟକ୍ଷା ବିଜୟା ରାହତ୍‍କରଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ କମିଟି ମୁର୍ଶିଦାବାଦର ହିଂସା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନରେ ଯିବେ । ସେଠାରେ ପ୍ରଭାବିତ ପରିବାର ଏବଂ ଜିଲ୍ଲାପାଳ ଓ ପୋଲିସ୍‍ ଅଧିକାରୀଙ୍କ ସହ ଆଲୋଚନା କରିବେ ।

Murshidabad violence

ମୁର୍ଶିଦାବାଦର ହିଂସା ପ୍ରଭାବିତ ଲୋକ ରହୁଥିବା ମାଲ୍‍ଦା ର ଶିବିରକୁ ମଧ୍ୟ ଏହି କମିଟି ପରିଦର୍ଶନରେ ଯାଇ ମତ ସଂଗ୍ରହ କରିବେ । ମୁର୍ଶିଦାବାଦ ଜିଲ୍ଲାର ମନ୍ଦିର୍‍ପଡ଼ା ଅଞ୍ଚଳରେ ହିଂସାକାଣ୍ଡ ସମୟରେ ଅନେକ ମହିଳା ଅସଦାଚରଣର ଶିକାର ହୋଇଥିବାଅଭିଯୋଗକୁ ଆୟୋଗ ନିଜ ପକ୍ଷରୁ ଗ୍ରହଣ କରି ଏହି ନିଷ୍ପତ୍ତି ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+