ଲଗାଣ ବର୍ଷାରେ ବୁଡ଼ିଲା ମାୟାନଗରୀ ମୁମ୍ବାଇ, ସ୍କୁଲ ଛୁଟି ଘୋଷଣା କଲା ପ୍ରଶାସନ
ଲଗାଣ ବର୍ଷାରେ ବୁଡ଼ିଲା ମାୟାନଗରୀ ମୁମ୍ବାଇ । ରାସ୍ତା ଉପରେ ପାଣି ପ୍ରବାହିତ, ଗମନାଗମନ ପ୍ରଭାବିତ। ଲଗାଣ ବର୍ଷାକୁ ନେଇ ହାଇଆଲର୍ଟରେ ମୁମ୍ବାଇ, ସତର୍କ ରହିବାକୁ ପରାମର୍ଶ । ତଳିଆ ଅଞ୍ଚଳରେ ପଶିଲା ପାଣି, ଲୋକେ ହନ୍ତସନ୍ତ। ସବୁ ସରକାରୀ, ବେସରକାରୀ ସ୍କୁଲ ଛୁଟି ଘୋଷଣା କଲା ପ୍ରଶାସନ । ଆବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ ଆଡଭାଇଜରି ।













Click it and Unblock the Notifications