୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ଅଭିଯୁକ୍ତକୁ ଭାରତ ଅଣାଯିବ
Tahawwur Rana's Extradition: ଆତଙ୍କବାଦୀ ତହବୁର ରାଣାକୁ ପ୍ରତ୍ୟର୍ପଣ କରିବ ଆମେରିକା । ଆମେରିକାର ସୁପ୍ରିମକୋର୍ଟ ଭାରତ ପ୍ରତ୍ୟର୍ପଣ ପାଇଁ ଦେଲେ ଅନୁମତି । ଦୀର୍ଘଦିନ ଧରି ଭାରତ ତହବୁର ରାଣାକୁ ପ୍ରତ୍ୟର୍ପଣ କରିବା ପାଇଁ ଅପିଲ୍ କରୁଥିଲା । ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ଅଭିଯୁକ୍ତକୁ ଭାରତ ଅଣାଯିବ ।













Click it and Unblock the Notifications