ମହାକୁମ୍ଭରେ ସକାଳ ୭ଟା ସୁଦ୍ଧା ୯୮.୨୦ ଲକ୍ଷ ଶ୍ରଦ୍ଧାଳୁ କଲେଣି ଅମୃତ ସ୍ନାନ

Mahakumbh 2025: ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇଲେଣି ୯୮.୨୦ ଲକ୍ଷ ଶ୍ରଦ୍ଧାଳୁ । ତେବେ ସକାଳ ୪ଟାରୁ ୭ଟା ସୁଦ୍ଧା ୯୮.୨୦ ଲକ୍ଷ ଭକ୍ତ ବୁଡ଼ ପକାଇଛନ୍ତି । ଏନେଇ ସୂଚନା ଦେଲେ ୟୁପି ଡିଜିପି ପ୍ରଶାନ୍ତ କୁମାର ।

ମହାକୁମ୍ଭରେ ମକର ସଂକ୍ରାନ୍ତି ଅବସରରେ ମଙ୍ଗଳବାରଠାରୁ ପ୍ରଥମ ଅମୃତ ସ୍ନାନ ଆରମ୍ଭ ହୋଇଛି। ଅସହ୍ୟ ଥଣ୍ଡାରେ ବିଶ୍ୱାସର ଏକ ଲହରୀ ଦେଖିବା ପାଇଁ ମିଳିଛି । କୁମ୍ଭମେଳା ଅଞ୍ଚଳ ଦିବ୍ୟ ସାଜସଜ୍ଜା ଏବଂ ମହାପ୍ରୟାଣ ପ୍ରସ୍ତୁତିରେ ଝଲସୁଛି। ଚାରିଆଡ଼େ ଆଧ୍ୟାତ୍ମିକତାର ବାତାବରଣ ଏବଂ ଧର୍ମର ପ୍ରତିଧ୍ୱନି ରହିଛି ।

Mahakumbh 2025

ପ୍ରୟାଗରାଜରେ ମହାକୁମ୍ଭର ପ୍ରଥମ ଅମୃତ ସ୍ନାନ ଚାଲିଛି। ସକାଳ ୪ଟାରୁ ୭ଟା ସୁଦ୍ଧା ୯୮.୨୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇ ସାରିଛନ୍ତି। ସଙ୍ଗମ କୂଳକୁ ଯିବା ସମୟରେ, ମହାମଣ୍ଡଳେଶ୍ୱର ଶିବ ସ୍ୱରୂପ ଆନନ୍ଦ ସରସ୍ୱତୀ ମହାରାଜ କହିଥିଲେ ଯେ ବିଶ୍ୱରେ ମହାକୁମ୍ଭ ଭଳି ଅନ୍ୟ କୌଣସି ଉତ୍ସବ ନାହିଁ। ବିଶ୍ୱର ଶାନ୍ତି ପାଇଁ ସନାତନ ଧର୍ମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+