Get Updates
Get notified of breaking news, exclusive insights, and must-see stories!

୫୦ରୁ ଅଧିକ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ଼ରେ ୫୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମୁଣ୍ଡ ଉପରେ ଥିଲା ଏକ କୋଟି ୪୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଛତିଶଗଡ଼ ଵିଜାପୁର ଏସପିଙ୍କ ନିକଟରେ ୫୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ନାସନାଲ ପାର୍କ ଏରିଆ କମିଟି ମାଓ ସଙ୍ଗଠନର ଏମାନେ ସକ୍ରିୟ ସଦସ୍ୟ ଥିଲେ । ପୋଲିସର ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ୫୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

naxal

ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଵିଜାପୁର SP କହିଛନ୍ତି । ମାଓ ଦମନ ଅପରେସନରେ STF, DRG, CRPF ଏବଂ BSF ଯବାନ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ମାଓ ସଂଗଠନର ଅନେକ ଶୀର୍ଷ ନେତା ଆତ୍ମସମର୍ପଣ କଲେଣି । ଜଙ୍ଗଲରେ ଯେଉଁ ମାଓବାଦୀ ରହିଛନ୍ତି ସେମାନଙ୍କୁ ମଧ୍ୟ ପୋଲିସ ଆଗରେ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+