Get Updates
Get notified of breaking news, exclusive insights, and must-see stories!

ବର୍ତ୍ତମାନ ସୁଦ୍ଧା ୫୦ କୋଟିରୁ ଅଧୂକ ଫର୍ମ ଡିଜିଟାଇଜେସନ୍ କରାଯାଇଛି

୯ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ସ୍ଵତନ୍ତ୍ର ସଘନ ଭୋଟର୍‌ ତାଲିକା ସଂଶୋଧନ - ଏସ୍. ଆଇ.ଆର. ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରଠାରୁ ୫୦ କୋଟି ୯୪ ଲକ୍ଷରୁ ଅଧିକ ଗଣନା ଫର୍ମ ଭୋଟର୍‌ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି । ଭାରତର ନିର୍ବାଚନ ଆୟୋଗ କହିଛନ୍ତି, ଏହି ପର୍ଯ୍ୟାୟରେ ୫୧ କୋଟି ଭୋଟର୍‌ଙ୍କ ମଧ୍ୟରୁ ୯୯ ଦଶମିକ ୯/୪ ପ୍ରତିଶତଙ୍କୁ ସାମିଲ୍ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୫୦ କୋଟିରୁ ଅଧୂକ ଫର୍ମ ଡିଜିଟାଇଜେସନ୍ କରାଯାଇଛି ବୋଲି ଆୟୋଗ ସୂଚନା ଦେଇଛନ୍ତି ।

eci

ଗତମାସ ୪ ତାରିଖରୁ ଦେଶର ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ପୁଡୁଚେରୀ, ଲାକ୍ଷାଦ୍ଵୀପ ଏବଂ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଏସ୍.ଆଇ.ଆର୍. ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଏହି ସଂଶୋଧନ ପ୍ରକ୍ରିୟା ଆସନ୍ତାବର୍ଷ ଫେବୃୟାରୀ ୧୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସହ ଶେଷ ହେବ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+