୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀ ହୋଇଛନ୍ତି ନିପାତ:DGMO

ଅପରେସନ୍‌ ସିନ୍ଦୂରକୁ ନେଇ ତିନି ସେନାର ପ୍ରେସ୍‌ମିଟ୍‌ କରିଛନ୍ତି । ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ସେ ସବିଶେଷ ସୂଚନା ଦେଇଛନ୍ତି । DGMO, DGAO, DGNOଙ୍କ ପକ୍ଷରୁ ମିଳିତ ପ୍ରେସମିଟ୍‌ କରିଛନ୍ତି । ୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀ ନିପାତ ହୋଇଛନ୍ତି । କୁଖ୍ୟାତ ୟୁସୁଫ ଆଜହର, ଅବଦୁଲ ମଲିକ ରୌଫ୍, ମୁଦାସିର ଅହମ୍ମଦ ନିପାତ ହୋଇଛନ୍ତି ।

କାନ୍ଦାହାର ବିମାନ ଅପହରଣ ଓ ପୁଲୱାମା ଆଟାକରେ ସଂପୃକ୍ତ ଥିଲେ ବୋଲି ସେ କହିଛନ୍ତି । ୩୫ରୁ ୪୦ ପାକ୍ ସେନା ମରିଛନ୍ତି କହିଲେ DGMO । ମେ ୭ରୁ ୧୦ ମଧ୍ୟରେ ଅପରେସନରେ ମରିଛନ୍ତି ବୋଲି ସେ କହିଛନ୍ତି ।

dgmo

ଭାରତୀୟ ବାୟୁସେନାର ସଠିକ ଆକ୍ରମଣରେ ପାକିସ୍ତାନର ଏକାଧିକ ସାମରିକ ଘାଟି ଧ୍ୱଂସ ହୋଇଥିବା ନେଇ ଭାରତୀୟ ସେନାର ଡିରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ୍ସ (DGAO) ଏକ ପ୍ରେସ ବ୍ରିଫିଂରେ ସ୍ପଷ୍ଟ କରିଛନ୍ତି। ରବିବାର ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ DG ଏୟାର ଅପରେଶନ ଏ.କେ. ଭାରତୀ।

ଏ.କେ. ଭାରତୀ ଆହୁରି କହିଛନ୍ତି, ଅପରେସନ୍ ସିନ୍ଦୁର ଅଧୀନରେ ଭାରତୀୟ ବାୟୁସେନା ପାକିସ୍ତାନର ରଫିକୁଇ, ମୁରିଦ, ଚକଲାଲା, ରହିମ ୟାର ଖାନ, ସୁକ୍କୁର, ଚୁନିଆନ ଏବଂ ସିଆଲକୋଟରେ ଥିବା ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିଛି। ଏହା ସହ ପାସରୁରରେ ଥିବା ରାଡାର ସାଇଟକୁ ମଧ୍ୟ ଧ୍ୱଂସ କରାଯାଇଛି। ରହିମ ୟାର ଖାନ ଏୟାରବେସରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଥିବା ଫଟୋ ଏବଂ ଭିଡିଓ ଦେଖାଇ ସେ କହିଛନ୍ତି ଯେ, ଏହି ଆକ୍ରମଣ ପାକିସ୍ତାନର ସାମରିକ ଭିତ୍ତିଭୂମିକୁ ମାରାତ୍ମକ ଆଘାତ ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+